କୁରକୁରେ ଚିପ୍ସ ଦେବା ନାଁରେ ଶିଶୁକୁ ଅପହରଣ ସହ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମୁଖ୍ୟ ଅଭିଯୁକ୍ତ
ଭୋଗିବେ ୨୦ ବର୍ଷର ସଶ୍ରମ କାରାଦଣ୍ଡ -
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଏକ କୋମଳମତି ଶିଶୁକୁ କୁରକୁରେ ଚିପ୍ସ ଦେବା ନାଁରେ ଘରୁ ଅପହରଣ କରି ଦୁଷ୍କର୍ମ କରିବା ଭଳି ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ ଜଜ୍ ବିଭୁ ପ୍ରସାଦ…