କଟକ ପାରାଦୀପ ମୁଖ୍ୟରାସ୍ତା ଅବରୋଧ କଲେ ନବନିର୍ମାଣ କୃଷକ ସଂଗଠନ

ପାରାଦୀପ (ଉପେନ୍ଦ୍ର ଗୁରୁ) ବର୍ଷାଜଳ ନିସ୍କାସନ ପାଇଁ କଟକ ପାରାଦୀପ ମୁଖ୍ୟରାସ୍ତା ଅବରୋଧ କରିଛନ୍ତି ୭ଟି ପଞ୍ଚାୟତ ବାସିନ୍ଦା । କଟକ ପାରାଦୀପର ଚକ୍ରଧର ପୁର ଛକ ନିକଟରେ ମୁଖ୍ୟ ରାସ୍ତା ଉପରେ ବସିଛନ୍ତି ଶହଶହ ଲୋକ । ପାରାଦୀପ ଗଡ, ଭୂତମୁଣ୍ଡାଇ, କୋଠି, ବଗଦିଆ, ବିଶ୍ୱାଳୀ, ନୂଆଗଡ ଓ…

ପେଟ୍ରୋଲ, ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଯୁବ ଓ ଛାତ୍ର ବିଜେଡିର ବିକ୍ଷୋଭ ଓ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା

ଭଦ୍ରକ(ସତ୍ୟଭୂଷଣ  ସ୍ୱାମୀ)  : ରାଜ୍ୟ ବିଜୁ ଜନତା ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଭଦ୍ରକ ଜିଲା୍ଲ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଭଦ୍ରକ ଜିଲ୍ଲା ସଦର ମହକୁମା ଠାରେ ପେଟ୍ରୋଲ, ଡିଜେଲର ବାରମ୍ବାର ମୂଲ୍ୟବୃଦ୍ଧି ପ୍ରତିବାଦରେ ଜିଲା୍ଲ ଯୁବ ବିଜେଡି…

ନୂଆଁଖାଇ :ପଶ୍ଚିମ୍ ଓଡିଶାର୍ ଲୋକ୍ ପରବ୍

ନୁଆଁଖାଇର୍ ଐତିହାସିକ୍ ପୃଷ୍ଟଭୁମି ନୁଆଁଖାଇ ଅନ୍ନ ପୁଜାର୍ ପରବ୍  । ଇ ପରବ୍ ବୈଦିକ୍ ଜୁଗୁଁ ମୁନିରୁଷିମାନେ ପଂଚ ଜଗ୍ୟଁ ହିସାବେ କରି ଆସୁଥିଲେ । ସେ ପାଁଚଟା  ଜଗ୍ୟଁ ହେଲା ସିତା ଜଗ୍ୟଁ ( ଜୁତବାର ଟା / ହଳ କରିବା/ଭୁମି ଚଷିବା), ପ୍ରଭାପନ୍ନ ଜଗ୍ୟଁ (ବୁନବାର୍ ଟା/ ବୁଣିବା)ପ୍ରଳମ୍ବନ…

ବଲାଙ୍ଗିର ଫୁଟବଲ ଲିଗ୍ :  ବ୍ଳୁ ମାଉଣ୍ଟେନ, ନକ୍ଟାସର, ଇଲେଭେନଷ୍ଟାର ଓ ଅମାମୁଣ୍ଡା ସୁପର ପର୍ଯ୍ୟାୟକୁ ଉର୍ଣ୍ଣିତ  ।

  ବଲାଙ୍ଗିର(ନିରୋଜ ମିଶ୍ର) - ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ତରଫରୁ ଆୟୋଜିତ ବଲାଙ୍ଗିର ଫୁଟବଲ ଲିଗ ୪ ଗୋଟି ପଡିଆରେ ଅନୁଷ୍ଠିତ ହୋଇଯାଇଛି ।  ଖୁଜେନପାଲି ପଡିଆରେ ଅନୁଷ୍ଠିତ ସିଗ୍ରୁପ ଚୁଡାନ୍ତ ଖେଳରେ ବ୍ଳୁମାଉଣ୍ଟେନ ଟ୍ରାଇବ୍ରେକର ୩-୨ ଗୋଲରେ କାଲସାଏ ପାଲିକୁ ହରାଇ ତୃତୀୟ ଦଳ ଭାବେ…

ମୋତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ

ପିଆରଏମ ସରକାରୀ ଭେଷଜ ମହାବିଦ୍ୟାଳୟରେ ବିପର୍ଯ୍ୟସ୍ତ ରୋଗୀ ସେବାକୁ ନେଇ ଜନଅସନ୍ତୋଷ ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପିଆରଏମ ସରକାରୀ ଭେଷଜ ମହାବିଦ୍ୟାଳୟରେ ଡ଼ାକ୍ତର, ଫାର୍ମାସିଷ୍ଟ ଓ ନର୍ସମାନଙ୍କ ସ୍ୱେଚ୍ଛାଚାରୀ ମନୋଭାବ କାରଣରୁ ଭେଷଜ ମହାବିଦ୍ୟାଳୟରେ ରୋଗୀ ସେବା…

ସର୍ବ ଭାରତୀୟ ୧୯ ବର୍ଷରୁ କମ ରଗବି ପ୍ରତିଯୋଗିତା ଫାଇନାଲ  ରବିବାର 

ବାଳିକା ବିଭାଗରେ ଭୂବନେଶ୍ୱର କିସ ବନାମ ପଶ୍ଚିମବଙ୍ଗ ଜଙ୍ଗଲ କ୍ରୋ   ବାଳକ ବିଭାଗରେ ଦିଲ୍ଲୀ ରିବେଲସ ବନାମ ପଶ୍ଚିମବଙ୍ଗ ଜଙ୍ଗଲ କ୍ରୋ  ବାରିପଦା(ଦିଲ୍ଲୀପ ମହାନ୍ତି )—ବାରିପଦା ତଖତପୁରସ୍ଥିତ ଆଇନ ମହାବିଦ୍ୟାଳୟ ଖେଳପଡ଼ିଆରେ ସେପ୍ଟେମ୍ବର ୫ରୁ ଆରମ୍ଭ ହୋଇଥିବା ସର୍ବ ଭାରତୀୟ…

ଡବଲ ବେନିଫିଟ : ସୁରକ୍ଷାକୁ ପାଇଲା, ପ୍ରତିବାଦକୁ ବି ପାଇବ

ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୋମବାର ରାଜ୍ୟର ସବୁ ସ୍କୁଲ ଛୁଟି କଲେ ସରକାର  ଭୁବନେଶ୍ୱର ():  ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କଂଗ୍ରେସ ଓ ବାମଦଳର ବନ୍ଦ ଡାକରା ଯୋଗୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି…

ଚିଲିକାରୁ ଉଡିବନି ସାମୁଦ୍ରିକ ପ୍ଲେନ !

ପ୍ରଧାନମନ୍ତ୍ରୀଙ୍କ ଦପ୍ତରର ହସ୍ତକ୍ଷେପ ପରେ ଚିଲିକାରେ ୱାଟର ଏରୋଡ୍ରମ୍ ପ୍ରକଳ୍ପ ସମ୍ଭାବନା କ୍ଷୀଣ ଭୁବନେଶ୍ୱର : ଚିଲିକା ହ୍ରଦରେ ୱାଟର ଏରୋଡ୍ରମ୍ ପ୍ରତିଷ୍ଠା କରି ସି' ପ୍ଲେନ୍ ଚଳାଇବା ପାଇଁ ଚାଲିଥିବା ଉଦ୍ୟମକୁ ଝଟକା ଲାଗିଛି  । ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଏହି ପ୍ରସଙ୍ଗକୁ…

ପୁଲିସ-ଆଇନଜୀବୀ ବିବାଦ : ବଳି ପଡ଼ୁଛନ୍ତି ବିଚାର ଜନତା

ବାରିପଦା(ଦିଲ୍ଲୀପ ମହାନ୍ତି )- ଗତ ଅଗଷ୍ଟ ୨୮ରେ ଏକ ସଡ଼କ ଦୁର୍ଘଟଣାକୁ କେନ୍ଦ୍ର କରି ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହିତ ପୁଲିସର ଯୁକ୍ତିତର୍କ ହୋଇଥିଲା । ଏଥିରେ ପୁଲିସ ବାବୁ କୁଆଡେ଼ ଉତକ୍ଷିପ୍ତ ହୋଇ ଆଇନଜୀବୀ ଶ୍ରୀପଟ୍ଟନାୟକଙ୍କୁ ମାରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଥିଲା…