ବର୍ଷିଆନ  ସାମ୍ବାଦିକ ସାମ୍ବାଦିକ ଶାନ୍ତନୁ ବିଶ୍ୱାଳଙ୍କର ପରଲୋକ ।

 ବରଗଡ /ଗୌରାଙ୍ଗ ଚରଣ ଦାଶ :- ଅନେକ ସାମ୍ବାଦିକଙ୍କୁ ହାତଧରି ସାମ୍ବାଦିକତା ଶିଖାଇଥିବା. ସାମ୍ବାଦିକ ମାନଙ୍କ ପାଇଁ ନିରବଛିନ୍ନ ପ୍ରେରଣାର ଉତ୍ସ ତଥା ଜିଲା ସାମ୍ବାଦିକତା ଜଗତର ଭୀଷ୍ମ ପିତାମହ ବର୍ଷିଆନ ସାମ୍ବାଦିକ ଶ୍ରୀ ଶାନ୍ତନୁ ବିଶ୍ୱାଳ ଆଉ ନାହାନ୍ତି । ସେ ଥିଲେ ମିଷ୍ଟ ଭାଷୀ…

ପାଇକମାଲ ବଣିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ  :   ଅନିଲ ଅଗ୍ରୱାଲ ସଭାପତି , ଯୁଗଳ ମେହେର ସମ୍ପାଦକ

ପାଇକମାଲ/ଗୌରାଙ୍ଗ ଦାଶ  :- ପାଇକମାଲ ବଣିଜ ସଂଘ ଦ୍ୱାରା ଆୟୋଜିତ ଏକ ବୈଠକରେ ନୂତନ କର୍ମକର୍ତ୍ତା ମନୋନୟନ ସାରିଯାଇଛି । ସମସ୍ତ କର୍ମକର୍ତ୍ତା ମାନଙ୍କର ଉପସ୍ଥିତ ରେ ସର୍ବସମ୍ମତି କ୍ରମେ ଶ୍ରୀ ଅନିଲ କୁମାର ଅଗ୍ରୱାଲ (ଲାଲା) ଙ୍କୁ ସଂଘ ର ସଭାପତି ,ଶ୍ରୀ ଯୁଗଳ କିଶୋର ମେହେର ଙ୍କୁ ସମ୍ପାଦକ…

ପଦ୍ମପୁର ଓଏସଆରଟିସି କର୍ମଚାରୀ ସଂଘ ଆନ୍ଦୋଳନ ୧୧ ଦିନ ବିତିଲା

ସମର୍ଥନ ଦେଇ ଆନ୍ଦୋଳନରେ ସାମିଲ ହେଲା ବରଗଡ  ଓଏସଆରଟିସି କର୍ମଚାରୀ ସଂଘ  ପଦ୍ମପୁର/ନୀଳ ଦୀପ -ଓଡ଼ିଶା ରାଜ୍ୟ ପରିବହନ ନିଗମ କର୍ମଚାରୀ ସଙ୍ଘ ପଦ୍ମପୁରଙ୍କ ଆନ୍ଦୋଳନ ଏକାଦଶ ଦିବସରେ ପହଞ୍ଚି ଥିବା ବେଳେ ଆଜି ତାଙ୍କୁ ସମର୍ଥନ ଜଣାଇବାକୁ ନିଗମର ବରଗଡ଼ ଶାଖାର କର୍ମଚାରୀ ମାନେ ଶ୍ରୀ ଜଗନ୍ନାଥ…

କାନ୍ସବହାଲସ୍ଥିତ ଆଇପିଏମରେ ଛାତ୍ର ଉତ୍ତେଜନା : ନିର୍ଦ୍ଦେଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି 

ସୁନ୍ଦରଗଡ଼/ ହୋରଚାନ୍ଦ ଦେହୁରୀଆ :  କାନ୍ସବହାଲସ୍ଥିତ ଆଇପିଏମ(ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ପ୍ରଡକ୍ସନ ମ୍ୟାନେଜମେଣ୍ଟ )ରାଜଗାଙ୍ଗପୁର  ନିର୍ଦ୍ଦେଶକ  ନିରଞ୍ଜନ ନାୟକ ଛାତ୍ରଛାତ୍ରୀ ମାନଙୁ ଅଶାଳୀନ ବ୍ୟବହାର କରିବା ସହ ସ୍ଥାନୀୟ ଶାସକଦଳ ରାଜନେତାଙ୍କୁ ଧରି ସେମାନଙ୍କୁ ଧମକ ଚମକ ଦେଉଥିବା…

ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ

ପଦ୍ମପୁର/ନୀଳ ଦୀପ - ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ସରୋଜ କୁମାର ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜବୋଡାସମ୍ବର  ବି.ଇ.ଓ ସୁନୀଲ ମୁଣ୍ଡ , ମୁଖ୍ୟଅତିଥି ରୂପେ ଯୋଗ ଦେଇ…

ଲୋକଙ୍କ ଉପରେ ୨୦୦୦ ରହିଲେ କନେକ୍ସନ କାଟି ଦବ,  ହେଲେ କୋଡ଼ପୋଛା ଶିଳ୍ପ ସଂସ୍ଥା ଉପରେ ବାକିଆ  ୨୬୫୮ କୋଟି ଜଳକର

 ଭୁବନେଶ୍ୱର,: ସାଧାରଣ ଲୋକଙ୍କ ଉପରେ ଟଙ୍କା ୨୦୦୦ ରହିଲେ ସରକାର ତା ପାଣି ବା ଲାଇଟ କନେକ୍ସନ କାଟିଦେବେ | ହେଲେ ଶିଳ୍ପ ସଂସ୍ଥା ଉପରେ ହଜାର ହଜାର କୋଟି ଜଳକର ଥିଲେ ବେ ତା କେଶଗ୍ର ଛୁଇଁପାରିବେନି ସରକାର | କାରଣ ସେ ଆଇଦର ଓକିଲ ପୋଷୁଥିବ ଅର  ଅଫିସର | ମାନେ ଓକିଲଙ୍କୁ ଲଗାଇ କୋର୍ଟ ରେ…

ପୁଣି ଲଜ୍ଜ୍ୟା : ବଡ଼ବିଲରେ ଯୁବତୀଙ୍କୁ ଏକୁଟିଆ ଦେଖି କଲେ ଦୁଷ୍କର୍ମ , ଦୁଇଜଣ ଗିରଫ

ବଡ଼ବିଲ : ବଡ଼ବିଲରେ ପୁଣି ଲଜ୍ଜା। ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ବଡ଼ବିଲ ଚଟେଇ ହଟିଂ ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା। ଏ ନେଇ ଗତକାଲି ରାତିରେ ବଡ଼ବିଲ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପରତା ପ୍ରକାଶ କରି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ…

ଚିଲିକାରୁ ବିମାନ ଫୁରରରରର…………..ସରିଲା ୱାଟର  ଏରୋଡ୍ରମ ରାଜନୀତି 

ଶେଷରେ ପ୍ରତ୍ୟାହାର ହେଲା  ଚିଲିକାରେ  ୱାଟର ଏରୋଡ୍ରମ ପ୍ରକଳ୍ପ  ଭୁବନେଶ୍ୱର :ପ୍ରଧାନମନ୍ତ୍ରୀଙ୍କ ଦପ୍ତରର ହସ୍ତକ୍ଷେପ ପରେ ନିଳାମ୍ବୁ ଚିଲିକାରେ ହେବାକୁ ଥିବା  ୱାଟର ଏରୋଡ୍ରମ ପ୍ରକଳ୍ପକୁ କେନ୍ଦ୍ର ବାତିଲ କରିଛି | ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ପ୍ରତ୍ୟାହାର କରାଯାଇଛି ବୋଲି…

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଭାରତ ବନ୍ଦ ଡାକରା ଶାନ୍ତିପୁର୍ଣ୍ଣ   

ଟିଟିଲାଗଡ଼/Sunil Behera  : ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଜାତୀୟ କଂଗ୍ରେସ କମିଟି ପକ୍ଷରୁ ଆହୁତ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରାର ପ୍ରଭାବ ଆଜି ଟିଟିଲାଗଡ଼ରେ ଦେଖିବାକୁ ମିଲିଛି । ସକାଳ ୬ ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଏହି ୧୨ ଘଣ୍ଟିଆ ବନ୍ଦ…

ବଲାଙ୍ଗିର ଫୁଟ୍ବଲ ଲିଗ୍:  ବ୍ଳୁମାଉଣ୍ଟେନ ଓ ନକ୍ଟାସର ଡ୍ର, ଇଲେଭେନ ଷ୍ଟାର ବିଜୟୀ

ବଲାଙ୍ଗିର,୯ା୯- ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ତରଫରୁ ଆୟୋଜିତ ବଲାଙ୍ଗିର ଫୁଟବଲ ଲିଗ ୨ ଗୋଟି ପଡିଆରେ ଅନୁଷ୍ଠିତ  ହୋଇଯାଇଛି । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଅନୁଷ୍ଠିତ   ଲିଗ୍ ମ୍ୟାଚରେ ଇଲେଭେନ ଷ୍ଟାର ୧-୦ ଗୋଲରେ ଅମାମୁଣ୍ଡା କୁ ହରାଇ ବିଜୟୀ ହୋଇଛି । ବିଜୟୀ ଦଳ ତରଫରୁ…