ବିଜେପିର କୃଷକ ମୋର୍ଚ୍ଚା ର ବୈଠକ

0

ଝାରସୁଗୁଡ଼ା(ବିକ୍ରମ କେଶରୀ ମହାପାତ୍ର):ଭାରତୀୟ ଜନତା ପାର୍ଟି ଝାରସୁଗୁଡାର ଶକ୍ତି କେନ୍ଦ୍ରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ ପଟେଲଙ୍କ ଅନୁଷ୍ଠିତ ଏହି ବୈଠକରେ ଉପ ସଭାପତି ରାଜା ନାଏକ,ନରେଶ ନାଏକଙ୍କ ସମେତ ପ୍ରମୁଖ କର୍ମକର୍ତ୍ତାମାନେ  ଯୋଗ ଦେଇଥିଲେ।ଏହି ବୈଠକରେ ଆଗାମୀ ନିର୍ବାଚନରେ ଦଳୀୟ ସଂଗଠନ  ସୁଦୃଢ କରିବା ସହ ଦଳୀୟ ପ୍ରାର୍ଥୀଙ୍କ  କିପରି ବିଜୟ ହେବ ସେ ବିଷୟରେ ଚର୍ଚ୍ଚା ହୋଇଥିଲା । ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳରୁ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ କର୍ମୀ ବିଜେପି ରେ ଯୋଗଦାନ କରିଥିଲେ।

Leave A Reply

Your email address will not be published.