କାଶ୍ମୀରରେ ସହିଦ ଯବାନଙ୍କୁ କ୍ୟାଣ୍ଡେଲ ଶୋଭାଯାତ୍ରା ଜରିଆରେ ଶ୍ରଦ୍ଧାଞ୍ଜଳି

0

ବଡ଼ବିଲ /ଚିତ୍ତରଞ୍ଜନ କର : କାଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା ବଡ଼ବିଲରେ ଅନୁଷ୍ଠିତ ହୋଇଯାଇଛି। 

ଆଜି ଅପରାହ୍ନରେ ବଡ଼ବିଲର ଯୁବ ଗୋଷ୍ଠୀ ଏକତ୍ରିତ ହୋଇ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ରେ ସ୍ଥାନୀୟ କାଳିମନ୍ଦିରରୁ ବାହାରି ମେନ ରୋଡ଼ ହୋଇ ସିନେମା ହଲ ଛକ ପର୍ଯ୍ୟନ୍ତ ଯାଇଥିଲେ। ଏହି ଶୋଭାଯାତ୍ରାରେ ୩୦୦ରୁ ଅଧିକ ଯୁବକ ଯୋଗଦେଇଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.