ବେଦବ୍ୟାସଠାରେ କୋସଳ ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବିରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ରାଉରକେଲା(ସୁଶାନ୍ତ ବେହେରା) : କୋସଲ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଆଜି ପୂର୍ବାହ୍ନରେ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କୁ ଭେଟି ରାଉରକେଲାର ବେଦବ୍ୟାସଠାରେ କୋସଳ ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବିରେ ମହାମହୀମ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ…

ଆନ୍ତଃ ଏକାଡେମୀ ହକି ପ୍ରତିଯୋଗିତାର ଅଷ୍ଟମ ଦିବସ

ରାଉରକେଲା : ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିସରରେ ଥିବା ଆଷ୍ଟ୍ରୋ ଟର୍ଫ୍‌ ହକି ପଡ଼ିଆରେ ଆନ୍ତଃ ଏକାଡେମୀ ହକି ଲିଗ୍‌ ପ୍ରତିଯୋଗିତାର ଅଷ୍ଟମ ଦିନରେ ଦୁଇଟି ଖେଳ ଅନୁଷ୍ଠିତ ହୋଇଯାଇଛି। ଅଷ୍ଟମ ଦିବସର ପ୍ରଥମ ଖେଳ ସେଲ୍‌ ହକି ଏକାଡେମୀ ଓ ପାନପୋଷ କ୍ରୀଡ଼ା ଛାତ୍ରାବାସ ମଧ୍ୟରେ ହୋଇଥିଲା।…

ଦିଦିଙ୍କ ପ୍ରେସକ୍ରିପସନ ହଳଦୀରାମ ଭୂଜିଆ 

ବଲାଙ୍ଗୀର/ ନିରୋଜ ମିଶ୍ର : ଡାକ୍ତରମାନେ ପ୍ରେସକ୍ରିପସନ ଲେଖନ୍ତି | ଦିଦି ବା ନର୍ସମାନେ ବେଳେବେଳେ ଚିଠା ଲେଖିଦିଅନ୍ତି ଯଦି ଓସ ବା ଇଞ୍ଜେକ୍ସନ ସରିଯାଇଥାଏ | ସେମିତି ଏକ ଚିଠା ଲେଖିଦେଲେ ଦିଦି , ଆଉ ଇଂଲିଶ ଜାଣିନଥିବା ରୋଗୀର ସମ୍ପର୍କୀୟଟି ପଳାଇଲା ମେଡ଼ିସିନ ଦୋକାନକୁ | ଆଉ ସେଥିରେ…

ଜସୱନ୍ତ ସିଂହଙ୍କ କମିଶନଙ୍କ ରିପୋର୍ଟକୁ ଆଧାର କରି ବଲାଙ୍ଗିରରେ ପୁନଃ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବାର ଦାବି

ବଲାଙ୍ଗିର: ଦୀର୍ଘ ଦିନରୁ ଜିଲ୍ଲାରେ ପୁନଃ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଆନ୍ଦୋଳନ ହୋଇ ଆସୁଛି । ଜସୱନ୍ତ ସିଂହଙ୍କ କମିଶନଙ୍କ ରିପୋର୍ଟକୁ ଆଧାର କରି ବଲାଙ୍ଗିରରେ ପୁନଃ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବାର ଦାବି ହୋଇଛି । ତେବେ ଏଥିପାଇଁ ଏକ  ବୈଠକରେ ସବୁ ସଂଗଠନ ଓ ଓକିଲ ସଂଘ ଆଗକୁ ବଡ…

ଅର୍କେଶଙ୍କ ନେତୃତ୍ୱରେ  ବଲାଙ୍ଗିର  ବିଧାନସଭା ନିର୍ବାଚନ ମଣ୍ଡଳୀ ଦଳକୁ ମଜଭୁତ କରିବାକୁ ସଂକଳ୍ପ 

ବଲାଙ୍ଗୀର/ନିରୋଜ ମିଶ୍ର : ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ମହିଳା ସଭାପତି ସନ୍ତୋଷିନି ବେହେରାଙ୍କ ସଭାପତିତ୍ୱରେ ସ୍ଥାନୀୟ ଶୈଳଶ୍ରୀ ପ୍ୟଲେସ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଟଳିରେ ଆଗାମି ଦିନରେ କିଭଳି…

ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରାଇବାରେ ବିଜେଡ଼ି ବାଧକ ସାଜିଛି-  ବିଜେପି 

ବାରିପଦା(ଦିଲ୍ଲୀପ ମହାନ୍ତି )- କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସର୍ବବୃହତ୍ତ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଇବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ସରକାର ବାଧକ ସାଜିଛି । ଯୋଜନା କାର୍ଯ୍ୟକାରୀ…

ଜୈବିକ ପଦ୍ଧତିରେ ଦେଶି ଧାନ ଚାଷ କରି ଉଦାହରଣ ସୃଷ୍ଟି କରୁଛନ୍ତି ଚାଷୀ ଅଶୋକ ସାହୁ

ପଦ୍ମପୁର/ନୀଳ ଦୀପ  - ଓଡିଶାର ଭାତ ହାଣ୍ଡି ବୋଲାଉଥିବା ବରଗଡ ଜିଲ୍ଲାର ଚାଷୀ ଏବେ ଜୈବିକ ପଦ୍ଧତିରେ ଚାଷକାର୍ଯ୍ୟ ଆଡେ ମୁହଁ କରିବା ଆରମ୍ଭ କଲେଣି । ଯେଉଁ ଚାଷରେ କୌଣସି ରାସାୟନିକ ସାର କିମ୍ବା ଔଷଧ  ବ୍ୟବହାର ହେବ ନାହଁ ଏବଂ ସେହି ଧାନରେ ବାହାରୁଥିବା ଚାଉଲ ସ୍ୱାଦିଷ୍ଟ ହେବା ସହିତ ମଣିଷ…

ଇଏ ବାସ୍ତବରେ କଣ ? 

ଭାରତର ବିଚାର ବିଭାଗୀୟ ଇତିହାସରେ ବୋଧ ହୁଏ ଏପରି ଦୁର୍ଭାଗ୍ୟଜନକ ଘଟଣା କେବେ ଘଟି ନଥିଲା | ଆଉ ଏଥିପାଇଁ ଲଜ୍ଜା କରିବାକୁ ପଡିବ କି ଗୌରବ ତାହା ଆଗାମୀ ସମୟ କହିବ | 

କେନ୍ଦ୍ର ସରକାରଙ୍କ ବ୍ୟବସାୟୀ ମାରଣନୀତି ବିରୁଦ୍ଧରେ ଆନ୍ଦୋଳନ : ଘୁ,ଉଦୟଗିରି ବ୍ୟବସାୟୀ ସଂଘର  ସମର୍ଥନ 

ଘୁ,ଉଦୟଗିରି/ ଗଗନ କୁମାର ପ୍ରଧାନ : କେନ୍ଦ୍ର ସରକାରଙ୍କ ବ୍ୟବସାୟୀ ମାରଣନୀତି ବିରୁଦ୍ଧରେ ଭାରତର ସମସ୍ତ ଖୁଚୁରା ବ୍ୟବସାୟ ବନ୍ଦକୁ ଘୁ,ଉଦୟଗିରି ବ୍ୟବସାୟୀ ସଂଘ ସମର୍ଥନ ଜଣାଇ ସମସ୍ତ ବ୍ୟବସାୟୀ ଅନୁଷ୍ଠାନ ବନ୍ଦ ରହିଥିଲା । ବ୍ୟବସାୟୀ ସଂଘ ପକ୍ଷରୁ ଏକ ରାଳିର ଆୟୋଜନ କରାଯାଇ ସାରା ସହର…

 ବୈଜୟନ୍ତଙ୍କ ପାଗଳ ବନ୍ଧୁଙ୍କୁ ସମନ !

ପୂର୍ବତନ ବିଜେଡି ସଂସଦ ବୈଜୟନ୍ତ ପଣ୍ଡାଙ୍କ ଅତି ଘନିଷ୍ଠ ତଥା ପାଗଳ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କୁ ସମନ କରିବାକୁ ବିଧାନସଭାର ଗୃହ କମିଟି ନିଷ୍ପତ୍ତି ନେଇଛନ୍ତି |  କୋଣାର୍କ ସହିତ ରାଜ୍ୟର ବିଧାୟକମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଏହି ମାନସିକ ବିକାରଗ୍ରସ୍ତ ତଥା ଵିଦ୍ଵେଷ…