ମୋ ସ୍ତ୍ରୀଙ୍କୁ ଦୟାକରି ଫେରାଇ ଆଣ
ଦାଦନ ଖଟିବାକୁଯାଇ ବନ୍ଧା ପଡିଯାଇଛନ୍ତି ମହିଳା ଶ୍ରମିକ
ଗାଇସିଲେଟ/କେଦାର ନାଥ ସାହୁ : ଗରିବଙ୍କ ବିକାଶ ପାଇଁ ରାଜ୍ୟ ସରକାର ବହୁ ଯୋଜନା କରିଥିବା ବେଳେ ଏହାର ସୁଫଳ ଅନେକ ଲୋକଙ୍କ ପାଲହରେ ଅପହଞ୍ଚ | ଲୋକ ପେଟପାଟଣା ପାଇଁ ଏବେ ବୁଇ ଦାଦନ ଖଟିବାକୁ ଯାଇ ଅକଥନୀୟ…