ନିର୍ବାଚନ ଓ ଭୋଟ ଦାନ ଉପରେ ଭୋଟରମାନଙ୍କୁ ସଚେତନ କରାଇବା ପାଇଁ ଭୋଟ ଗଜପତି ଲୋଗୋର ହ୍ୟୁମାନ ଫରମେସନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଦୁଇଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାରଳାଖେମୁଣ୍ଡି ଓ ମୋହନାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୧ତାରିଖ ଦିନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଓ ଭୋଟଦାନ ଉପରେ ଜିଲ୍ଲାର ଭୋଟର ମାନଙ୍କୁ ଅଧିକ ସଚେତନ…