ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମ୍ୟାନେଜମେଣ୍ଟରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ 

ବାରିପଦା(ଦିଲ୍ଲୀପ ମହାନ୍ତି)  ବାରିପଦା ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟ ପରିସରରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ କଲେଜର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଅଧ୍ୟକ୍ଷତାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ…

ଭାରତ ବର୍ଷରେ ରାଜନୀତି ହେଉଛି ଏକ ମ୍ୟାଜିକ, ମ୍ୟାଜିକ ଦ୍ୱାରା ହିଁ ରାଜନୀତି ହେଉଛି : ଶିବୁ ସୋରେନ 

ମୋରଡା ବିଧାନସଭା ନିର୍ବାଚନୀ ମଣ୍ଡଳୀ ସ୍ତରୀୟ ଜନ ସମାବେଶ  ବାରିପଦା,(ଦିଲ୍ଲୀପ ମହାନ୍ତି )- ଭାରତ ବର୍ଷରେ ରାଜନୀତି ହେଉଛି ଏକ ମ୍ୟାଜିକ । ମ୍ୟାଜିକ ଦ୍ୱାରା ହିଁ ରାଜନୀତି ହେଉଛି । ଏପରିକି ସେ ଓଡ଼ିଶା ହେଉ କିମ୍ବା ବିହାର ହେଉ କିମ୍ବା ଛତିଶଗଡ ହେଉ କିମ୍ବା ଝାରଖଣ୍ଡ ହେଉ କିମ୍ବା…

ଜିତେନ୍ଦ୍ର ସିଂ  କଂଗ୍ରେସ ରାଜନୀତିରେ ଜଣେ ନୂଆ ଶିକାରୀ : ଶ୍ରୀକାନ୍ତ 

ଚୋର ଚୌକିଦାର ଭାଇ ଭାଇ ହୋଇଥିଲା ବେଳେ ଗାଁ ଲୋକେ ଯିବେ କୁଆଡେ଼ ।  ଭୁବନେଶ୍ୱର:  ଜିତେନ୍ଦ୍ର ସିଂ  କଂଗ୍ରେସ ରାଜନୀତିରେ ଜଣେ ନୂଆ ଶିକାରୀ। ସେ ସାମ୍ବାଦିକ ସମ୍ମିଳନୀରେ ମୋ ବିଷୟରେ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ଦୁଃଖ ଦାୟକ । ଛାତ୍ର ଜୀବନରୁ ମୁଁ ୧୯୬୯ ମସିହାରୁ କଂଗ୍ରେସରେ ଥିଲି |…

୨୯ରେ ଆସୁଛନ୍ତି ଶାହା : କର୍ମୀ ସମ୍ମିଳନୀ ମାର୍ଗଦର୍ଶନ ଦେବେ 

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଓଡିଶା ଗସ୍ତରେ ଆସିବେ । କଟକର ସାଲେପୁର କୁଳିଆ ଠାରେ ଆୟୋଜିତ ହେବାକୁ ଥିବା କର୍ମୀ ସମ୍ମିଳନୀରେ ଶ୍ରୀ ଶାହା ଯୋଗ ଦେବେ ବୋଲି ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି ।   ସେ କହିଛନ୍ତି…

ଗଣତନ୍ତ୍ରର ସୁରକ୍ଷା ପାଇଁ ଲୋକଙ୍କ ପାଖକୁ ଯିବ ବିଜେପି : ଫେବୁଆରୀ ୧୦ରୁ ୨୧ଟି ଲୋକସଭାରେ ଜନ ଅଦାଲତ 

ଭୁବନେଶ୍ୱର / କଟକ -  ରାଜ୍ୟ ସରକାରକୁ ତାର ସ୍ଥାଣୁତା, ଅପାରଗତା ଓ ସମ୍ଭେଦନହୀନତା ପାଇଁ ଲୋକଙ୍କ ଅଦାଲତରେ ଛିଡା କରିବ ବିଜେପି । ଏଥିପାଇଁ ଆସନ୍ତା ଫେବୁଆରୀ ୧୦ ତାରିଖରୁ ୧୭ ତାରିଖ ଯାଏଁ ରାଜ୍ୟର ସମସ୍ତ ୨୧ଟି ଲୋକସଭା ଅଂଚଳରେ ଦଳ ପକ୍ଷରୁ ଜନ ଅଦାଲତ କରି ବିଜେଡି ସରକାରକୁ ଜବାବ ମଗାଯିବ…

କାଳିଆ ଯୋଜନା ପାଇଁ ଅର୍ଥ ସମ୍ପର୍କରେ ଭୁଲ ତଥ୍ୟ ଦେଇଛି ବିଜେଡି  

ମୁଖ୍ୟମନ୍ତ୍ରୀ ୩୦ ଲକ୍ଷ ହିତାଧିକାରୀଙ୍କ ସୂଚୀ ପ୍ରକାଶ କରିବାକୁ ବିଜେପିର ଦାବି  ଭୁବନେଶ୍ୱର - ଦୀର୍ଘ ୧୯ବର୍ଷ ଧରି ରାଜ୍ୟ ସରକାର କୃଷି ଓ କୃଷକ ମାନଙ୍କୁ ଅବହେଳିତ କରିଚାଲିଛନ୍ତି । ଅନ୍ୟପଟେ ଆଗକୁ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା କରି ପୁଣିଥରେ ରାଜ୍ୟର ଚାଷୀମାନଙ୍କୁ…

୫ଜଣ ଛାତ୍ର ବିଜେଡି ରାଜ୍ୟ ଆଇଟି ସଂଯୋଜକ ନିଯୁକ୍ତ 

ଭୁବନେଶ୍ୱର - ବିଜୁ ଜନତା ଦଳ ଆଇଟି ୱିଙ୍ଗ ମୁଖ୍ୟ ଶ୍ରୀ ଅମର ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଛାତ୍ର ବିଜେଡି ରାଜ୍ୟ ଆଇଟି ସଂଯୋଜକ ଭାବେ ମନୋଜ ସେନାପତି, ଅପୂର୍ବା ଅପରୂପା, ପ୍ରମୋଦ କୁମାର ପାତ୍ର, ସଂଜୟ କୁମାର ବିଶୋୟୀ ଓ ରମା ରଞ୍ଜନ ମହାନ୍ତିଙ୍କୁ ମନୋନୀତ କରାଯାଇଛି ବୋଲି ଛାତ୍ର ବିଜେଡି…

କ୍ଷମତାକୁ ଆସିଲେ ଖଣ୍ଡିଆ କାମ ପୁରା କରିବି : ଜୟଦେବ

କଂଗ୍ରେସର ବିଶାଳ ଜନଜାଗରଣ ତଥା  ଚାଷୀ ସମାବେଶ  ଗୋଟିଏ ମଞ୍ଚରେ ନିରଞ୍ଜନ-ଜୟଦେବ, ଭୋଟ ସରିବା ପର୍ଯ୍ୟନ୍ତ ରହିବ ତ ଭାବ !  ଆନନ୍ଦପୁର/ହାଟଡିହି(ମକରଧ୍ବଜ ଜେନା)  : ବହୁଦିନ ପରେ ଆନନ୍ଦପୁରରେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ଦୁଇପାରମ୍ପରିକ ରାଜନୈତିକ ଶତ୍ରୁ ନିରଞ୍ଜନ ଓ ଜୟଦେବ | …

ମନ୍ତ୍ରୀ, ସଂସଦ,  ବିଧାୟକ, ଜିଲ୍ଲାପାଳଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ଅସମ୍ମାନ 

ଯଦି ଗଣମାଧ୍ୟମ ଅନାବଶ୍ୟକ, ସରକାର  ଲୋଡୁଛନ୍ତି କାହିଁକି ?   ରାଜ୍ୟ ସରକାର ଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଗୁଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ବହୁ ଲୋକ ଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏହି ଅବସରରେ ଗୁଣପୁର ବ୍ଲକର ୧୭୩ ଟି ପ୍ରକଳ୍ପ ପାଇଁ ମୋଟ ୪ କୋଟି…

ବିରାଟ ହିନ୍ଦୁସ୍ତାନ ସଙ୍ଗମ ଦକ୍ଷିଣ ଓଡ଼ିଶା ସଙ୍ଗଠନ ପକ୍ଷରୁ ଶିକ୍ଷା ଓ ସଶକ୍ତିକରଣ କାର୍ଯ୍ୟକ୍ରମ 

ଗୁଣପୁରରୁ ସିଦ୍ଧାର୍ଥ ଦାଶଙ୍କ : ବିରାଟ ହିନ୍ଦୁସ୍ତାନ ସଙ୍ଗମ ଦକ୍ଷିଣ ଓଡ଼ିଶା ସଙ୍ଗଠନ ପକ୍ଷରୁ ଶିକ୍ଷା ଓ ସଶକ୍ତିକରଣ କାର୍ଯ୍ୟକ୍ରମ  ଓ ନେତାଜୀ ସୁବାସ ଚନ୍ଦ୍ର ବୋଷ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ସରସ ଅଂଗ୍ଲୋଵ୍ୟଦିକ ବିଦ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଆଇନଜୀବୀ ସନ୍ଦୀପ…