ଗୁଣପୁରଠାରେ ଜାତୀୟ ମତଦାନ ଦିବସ ପାଳିତ
ଗୁଣୁପୁର/ ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ଗୁଣପୁରଠାରେ ଜାତୀୟ ମତଦାନ ଦିବସ ପାଳିତ ହୋଇଯାଇଛି । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକ ମାନଙ୍କ ହାତରେ ସବୁଠାରୁ କ୍ଷମତା ସାଳି ଅସ୍ତ୍ର ହେଉଛି ମତଦାନ (vote) ଆଉ ଭାରତ ଭଳି ଏକ ବିକାଶ ଶୀଳ ଦେଶରେ ମତାଦନର ଭୂମିକା ଆହୁରି ଅଧିକ…