କ୍ଷୀର ସଂଗେ ପ୍ରାଣ ଶୋଷିଲେ ନାଶ ଗଲା ପୁତନା….
ବୋଡାସମ୍ବର ଧନୁଯାତ୍ରାର ଚତୁର୍ଥ ଦିନ : ଗୋପପୁରରେ ପୁତନା ନିହତ
ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ଖୁଣ୍ଟପାଲି ଗ୍ରାମରେ ବୋଡାସମ୍ବର ଧନୁଯାତ୍ରାର ଚତୁର୍ଥ ଦିନରେ ପୁତନା ନିଧନର ନାଟ୍ୟାଭିନୟ। ବୋଡାସମ୍ବର ଧନୁଯାତ୍ରା ମହୋତ୍ସବର ଚତୁର୍ଥ ଦିନରେ…