ଜମୁଛି ଯତରା, ଦର୍ଶକ ବିଭୋର କଳାକାରଙ୍କ କଳାଚାତୁରୀରେ

ସୁନ୍ଦରଗଡରୁ ଜିଲ୍ଲା ପ୍ରତିନିଧି ହୋରାଚାନ୍ଦ ଦେହୁରିଆ: ଭବାନୀ ଭବନ ପଡିଆର ସଦୃଶ୍ୟ ମଞ୍ଚର ଆଖିଝଲସା ଆଲୋକ ସମ୍ପାତ ସାଙ୍ଗକୁ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ସାଂସ୍କୃତିକ ଦଳର ଏକୁ ଆରେକ ବଳି ନୃତ୍ୟ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ସୁନ୍ଦରଗଡ ଜିଲ୍ଲା ସାଂସ୍କୃତିକ ମହୋତ୍ସବ…

 କ୍ରିୟାନୁଷ୍ଠାନ କମିଟି ତରଫରୁ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ବର୍ଜନ:ଭିନ୍ନଧରଣରେ ପାଳିତ ସାଧାରଣତନ୍ତ୍ର ଦିବସ…

ଟିଟିଲାଗଡ଼,(ସୁନୀଲ ବେହେରା)  ଟିଲାଗଡ଼ ଜିଲ୍ଲା ଦାବି ନେଇ ଗତ ବର୍ଷ ନଭେମ୍ବର ୧ତାରଖ ଠାରୁ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟାଳୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦରହିଥିବା ବେଳେ ଗଣଧାରଣା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା କ୍ରିୟାନୁଷ୍ଠାନ  କମିଟି ସରକାରୀ ଭାବରେ ଅନୁଷ୍ଠିତ …

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ  ଶିକ୍ଷାକେନ୍ଦ୍ର ମାଣ୍ଡୋସିଲର ବାର୍ଷିକୋତ୍ସବ 

ମାଣ୍ଡୋସିଲ/ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ ଠାରେ ଶ୍ରୀଅରବିନ୍ଦ ପୂଣ୍ଣା'ଙ୍ଗ ଶିକ୍ଷାକେନ୍ଦ୍ର ମାଣ୍ଡୋସିଲ ର ବାର୍ଷିକୋତ୍ସବ ପାଳିତ  ହୋଇଯାଇଛି। ଶ୍ରୀମା ଅରବିନ୍ଦ ଙ୍କ ଫୋଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ଓ ପୁଷ୍ପ ମାଲ୍ୟ ଅର୍ପଣ  ପରେ ଛାତ୍ରୀମାନଙ୍କ…

ତିତିଲି କ୍ଷତିଗ୍ରସ୍ତ ଧାନ, କପା ଓ କାଜୁ ବଗିଚା ଚାଷୀଙ୍କୁ ମିଳିନି କ୍ଷତି ପୂରଣ 

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଲେ କ୍ଷତିଗ୍ରସ୍ତ ପ୍ରଜା  ଗୁଣପୁରରୁ ସିଦ୍ଧାର୍ଥ ଦାଶ : ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ତିତିଲି କ୍ଷତିଗ୍ରସ୍ତ ଧାନ, କପା ଓ କାଜୁ ବଗିଚା ଚାଷୀ ଙ୍କୁ କ୍ଷତି ପୂରଣ ପୈଠ କରିନଥିବା ବିରୋଧ କରି ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅଧିନସ୍ଥ ୧୯…

ସରକାରୀ ବସରେ ମାଓ ପୋଷ୍ଟର ଓ ବ୍ୟାନର 

ନୂଆପଡା/ପ୍ରିୟବ୍ରତ ପଣ୍ଡା : ଭଇଁସାଦାନୀରୁ ନୂଆପଡା ଆସୁଥିବା ସରକାରୀ ବସରେ ମାଓ ପୋଷ୍ଟର ଓ ବ୍ୟାନର  ଲାଗି ଥିବା ଦେଖିବାକୁ ମିଳିଛି  । କାଲି ରାତିରେ ଅନେକ ଦିନର ନୀରବ ରହିଲା ପରେ ମାଓ ପ୍ରବଣ ନୂଆପଡା ଜିଲ୍ଲାର ବୋଡେ଼ନ ଥାନା ରୁ ୧୧ କିଲୋମିଟର ଦୂର ରେ ନିଜର ଉପସ୍ଥିତି ଜାହିର କରିଛନ୍ତି ।…

ସାମ୍ବାଦିକତାର ଆଳରେ ବିଭିନ୍ନ କୁକର୍ମ ! 

ସତ୍ୟ ଯଦି ସାଙ୍ଘାତିକ ଆଉ ଦଣ୍ଡ ଯୋଗ୍ୟ  ବରଗଡ/ଗୌରାଙ୍ଗ ଚରଣ ଦାଶ :- ସାମ୍ବାଦିକତା ପେସାରେ ଗତ କିଛି ବର୍ଷ ଧରି  ହେଉଥିବା  ଅନୁପ୍ରବେଶ କାରଣରୁ ସାମ୍ବାଦିକତା କେତେକ ଅନୁ ପ୍ରବେଶକାରୀଙ୍କ ଅପକର୍ମ ଯୋଗୁ ବଦନାମ ହେଉଛି । ସାମ୍ବାଦିକତା ଯାଞ୍ଚ କରିବା ପାଇଁ ନିର୍ଦିଷ୍ଟ ବ୍ୟବସ୍ଥା ନଥିବା…

ବଲାଙ୍ଗୀର ସମାଜ ସାରକ୍ୟୁଲେସନ ମ୍ୟାନେଜରଙ୍କୁ ହତ୍ୟା 

 ବଲାଙ୍ଗୀର/ ନିରୋଜ ମିଶ୍ର : ଗତ ରାତି ୧୧.୪୦ ସମୟରେ ବଲାଙ୍ଗୀର ରେଲୱେ ଷ୍ଟେସନ ମୁଖ୍ୟ ରାସ୍ତାର ତେଲିଗୋଠ ପଡ଼ା ରାସ୍ତାକୁ ସଂଯୋଗ କରୁଥିବା ପାର୍ଶ୍ଵରେ ଘଟିଛି ଏକ ହତ୍ୟାକାଣ୍ଡ । କାତ୍ୟାକାଣ୍ଡର ଶିକାର ହୋଇଛନ୍ତି ଦୈନିକ ଖବରକାଗଜର ସାରକ୍ୟୁଲେସନ ମ୍ୟାନେଜର |  ସୂଚନା ଅନୁସାରେ ଜଗତସିଂହପୁର…

ମା ସହ ୪ ଛୁଆକୁ ହତ୍ୟା ଘଟଣାର ପର୍ଦାଫାସ।

 ସୁନ୍ଦରଗଡ଼:- ବଣେଇ ଉପଖଣ୍ଡର କୋଇଡ଼ାରେ ଡାହାଣୀ ସନ୍ଦେହରେ ମା ସହ ୪ଛୁଆଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ମୁଖ୍ୟ ଅଭିଯୁକ୍ତ ଡାବେଲ ମୁଣ୍ଡା ସମେତ ୬ଜଣଙ୍କୁ ଗିରଫ କରିଛି କୋଇଡା ପୋଲିସ । ଗୁଣିଗାରେଡି ସନ୍ଦେହରେ ସମସ୍ତଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ବୀକାର କରିଛି । ଏବେବି…

ବଲାଙ୍ଗିର ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ବୈଠକ ଆଜି

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ବିଜୁ ଜନତା ଦଳ  କାର୍ଯ୍ୟକାରଣୀ ସଭାପତି ତଥା ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ଅଧ୍ୟକ୍ଷତା ରେ ଆଜି ତୁଷୁରା ଠାରେ ଅନୁଷ୍ଠିତ  ହେବ । ଏହି ବୈଠକରେ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ବିଜୁ…

ଦେଓଗାଁ ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କଲେ ନରସିଂହ 

ବଲାଙ୍ଗୀର (ନିରୋଜ ମିଶ୍ର) : ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନସଭା ର ବିରୋଧି ଦଳ ନେତା ନରସିଂହ ମିଶ୍ର ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପରିଦର୍ଶନରେ ଯାଇଥିଲେ । ଆରମ୍ଭରୁ ପିଲାତିମହୁଲ ଗ୍ରାମର ଚର୍ଚ୍ଚ ପରିସରରେ ଏକ କମ୍ୟୁନିଟି ସଭାଗୃହ ଶୁଭ ଉଦ୍ଘାଟନ ବିଧାୟକ ଶ୍ରୀ ମିଶ୍ରଙ୍କ…