ମଥୁରାଗଡରୁ ଅଭିମୁଖେ ଅକ୍ରୁର : ଧନୁଯାତ୍ରା ପାଇଁ ଆଣିବେ କୃଷ୍ଣ ବଳରାମଙ୍କୁ 

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଠାରେ ଗତ ତା୨୫ରିଖରେ ଉଦ୍‌ଘାଟିତ ହୋଇଥିବା ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଆଜି ନବମ ଦିନରେ ପହଞ୍ଚିଛି। କଂସାସୁରଙ୍କ ସମସ୍ତ କୁଟଚକ୍ର ବିଫଳ ହେଲା ପରେ ଆଜି ବୃଦ୍ଧ ମନ୍ତ୍ରୀ ଅକୃରଙ୍କୁ ମହାରାଜ…

  ଓଡିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକୋତ୍ସବ

 କୋମନାରୁ ଭାଗିରଥି ଭୋଇ : କୋମନା ବ୍ଲକ ଝଗ୍ରାହୀ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ,ବ୍ଲକ ଶିକ୍ଷା ଅଧିକାରୀ ରେସମଲ ନାଏକ ସମ୍ମାନିତ ଅତିଥି ଓ ମୁଖ୍ୟ ବକ୍ତା ଭାବରେ…

 ସପ୍ତମ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ କ୍ୟାମ୍ପ  ଅନୁଷ୍ଠିତ 

 ନୂଆପଡାରୁ ସ୍ୱତନ୍ତ୍ର ପ୍ରତିନିଧି ପ୍ରିୟବ୍ରତ ପଣ୍ଡା: ବୋଡେନ ବ୍ଲକ ମହୁଲପଡା ଗ୍ରାମର ହାଇସ୍କୁଲ ଠାରେ ସପ୍ତମ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ କ୍ୟାମ୍ପ  ଅନୁଷ୍ଟିତ ହୋଇ ଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀମତୀ ନମିତା ପ୍ରଧାନ (ଜିଲ୍ଲା ପରିଷଦ ଚେୟାରମ୍ୟାନ ନୂଆପଡା…

ମହିମାର ମହିମା ଇଣ୍ଡେନ କମ୍ପାନୀକୁ ଜଣା 

 ଏଜେନସି କାର୍ଯ୍ୟାଳରେ ଏକ ମାସ ହେଲା ତାଲା :ଗ୍ୟାସ ନ ପାଇ ଉପଭୋକ୍ତା ହନ୍ତସନ୍ତ,ବଢ଼ୁଛି ଅସନ୍ତୋଷ ରେଢ଼ାଖୋଲ /ଯଶୋବନ୍ତ ନାରାୟଣ ସାହୁ : ରେଢ଼ାଖୋଲ ସହରରେ ଉପଭୋକ୍ତା ଏକମାତ୍ର ମହିମା ଇଣ୍ଡେନ୍ ଗ୍ୟାସ ଏଜେନସି ଉପରେ ଭରସା କରନ୍ତି l ହେଲେ, ଏହି କାର୍ଯ୍ୟାଳୟରେ ଏକ ମାସ ହେଲାଣି…

 ଜେକେ କାଗଜ କଳକୁ ଆଇପିଏମଏ ଆୱାର୍ଡ 

ରାୟଗଡା (ସରୋଜ କୁମାର ସାହୁ) – ଜେକେ କାଗଜ କଳକୁ ଆଉ ଏକ ବଡ ସଫଳତା ମିଳିଛି । ୨୦୧୭-୧୮ ବର୍ଷ ପାଇଁ ଜେକେ କାଗଜ କଳକୁ ଏହି ଆଇପିଏମଏ ଆବାର୍ଡ ମିଳିଛି । ଆଇପିଏମଏ ତରଫରୁ ଆୟୋଜିତ ୧୯ତମ ଅଧିବେଶନ ଉତ୍ସବରେ ମାନ୍ୟବର କେନ୍ଦ୍ରୟ ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ ମୁଖ୍ୟ ଅତିଥି ଭାବେ ଏହି…

ଧର୍ମେନ୍ଦ୍ର ପ୍ରଧାନ ଅଭ୍ୟାସଗତ ମିଛୁଆ, ରାଜ୍ୟବାସୀଙ୍କ  ନିକଟରେ ବିଶ୍ୱସନୀୟତା ହରାଇସାରିଛନ୍ତି: ପ୍ରତାପ ଜେନା

ଭୁବନେଶ୍ୱର : ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଯୋଗୁ ରାଜ୍ୟର କୌଣସି କ୍ଷତି ହେଉନାହିଁ ବୋଲି ଦେଇଥିବା ବକ୍ତବ୍ୟ ସଂପୂର୍ଣ୍ଣ ଭିତ୍ତିହୀନ ଓ ଅମୂଳକ । ସେ ଲଗାତାର ଭାବେ ମିଛ କହି ଆସୁଛନ୍ତି ଅଭ୍ୟାସଗତ ଭାବେ ଜଣେ ମିଛୁଆ ବୋଲି ତାଙ୍କର ଏହି ବକ୍ତବ୍ୟରୁ …

“ଅସାଧୁ, ଅଯୋଗ୍ୟ କଳାପାହାଡ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଆୟୁଧ କରି ମିଛ କହୁଛନ୍ତିି”

ନୂଆ ଭାରତ ଗଢି ତୋଳିବାର ଲମ୍ବାଦୌଡ ପାଇଁ କେନ୍ଦ୍ର ବଜେଟ୍ ଏକ ଭିତିଭୂମି -ଧର୍ମେନ୍ଦ୍ର ଭୁବନେଶ୍ୱର,-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଥମ ଦିନରୁ ସ୍ପଷ୍ଟତା ଥିଲା ଯେ ତାଙ୍କ ସରକାର ଗରିବ ଲୋକଙ୍କ ପାଇଁ ସମର୍ପିତ ରହିବ । ଭାରତ ସରକାର ଆଣିଥିବା ଯୋଜନା ଗୁଡିକ ଲମ୍ବା ସମୟର ରଣନୀତିର…

ଇନ୍କାଲ୍ ୨୦୧୯ ସଫଳତାର ସହ ସମାପିତ

ଭୁବନେଶ୍ୱର: ତ୍ରିଦିବସୀୟ ଇଣ୍ଟର୍ନ୍ୟାସନାଲ୍ କନ୍ଫରେନ୍ସ ଅନ୍ ଆଲୁମିନିୟମ୍ (ଇନ୍କାଲ୍ ୨୦୧୯) ଆଜି ଉଦ୍ୟାପିତ ହୋଇଯାଇଛି । ଏହି ଉଦ୍ୟାପନ ଅବସରରେ କେନ୍ଦ୍ର ଗ୍ରାମୀଣ ବିକାଶ, ସଂସଦୀୟ ବ୍ୟାପାର, ପଞ୍ଚାୟତିରାଜ ଓ ଖଣି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର, କେନ୍ଦ୍ର ପେଟ୍ରୋଲିୟମ୍ ଓ…

ବିଜୁଯୁବବାହିନୀ ପକ୍ଷରୁ  ବରତୁଣ୍ଡା ଗ୍ରାମପଞ୍ଚାୟତ ରେ ମୁଁ ହିରୋ କାର୍ଯ୍ୟକ୍ରମ 

ମାଣ୍ଡୋସିଲ /ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମପଞ୍ଚାୟତରେ ବିଜୁଯୁବବାହିନୀର ମୁଁ ହିରୋ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଜୁଯୁବବାହିନି ତରୁଫରୁ ବିଭିନ୍ନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ…

 ଏଣିକି ରକ୍ତ ନେବା ପାଇଁ ରୋଗୀକୁ ମୂଲ୍ୟ ଦେବାକୁ ପଡିବନାହିଁ । 

ସମ୍ବଲପୁର :- ରକ୍ତ ଅଭାବରୁ ଆଜିବି ଅକାରଣରେ ଅନେକ ଜୀବନ ନଷ୍ଟ ହେଇଯାଉଛି । କାରଣ ଗରିବ ଶ୍ରେଣୀର ରୋଗୀ ମାନେ ଟଙ୍କା ଦେଇ ରକ୍ତ କିଣିବାରେ ଅସମର୍ଥ । ବୁର୍ଲା ଡାକ୍ତରଖାନା ଉପରେ ପୁରା ପଶ୍ଚିମ ଓଡିଶା ଓ ପଡୋଶୀ ଛତିଶଗଡ଼ ଓ ଝାରଖଣ୍ଡର ବହୁ ଅଂଚଳ ନିର୍ଭରଶୀଳ  । ସାଧାରଣତଃ ଗରିବ ଶ୍ରେଣୀ ଓ…