ଓପିଜିସିର ୧୩୨୦ ମେଗାୱାଟ ବିସିଷ୍ଟ ତାପଜ ବିଦ୍ୟୁତ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ କଲେ ଲୋକାର୍ପିତ
ଝାରସୁଗୁଡା/ବିକ୍ରମ କେଶରୀ ମହାପାତ୍ର :ଆଜି ମୁଖ୍ୟମନ୍ତ୍ରୀ ଝରସୁଗୁଡା କୁ ଦିନିକିଆ ଗସ୍ତରେ ଆସି ବନହରପାଳିରେ ଥିବା ଓପିଜିସିର ୧୩୨୦ ମେଗାୱାଟ ବିସିଷ୍ଟ ତାପଜ ବିଦ୍ୟୁତ କେନ୍ଦ୍ରକୁ ରାଜ୍ୟବାସୀ ଙ୍କୁ ଉତ୍ସର୍ଗୀକୃତ କରିଥିଲେ। ସେହିପରି ଭିଡିଓ କଂଫେରେନ୍ସ ମାଧ୍ୟମରେ ୮ ମିଲିୟନ ଟନ ବିଶିଷ୍ଟ…