ରଶ୍ମୀବାଳା ମିଶ୍ର ସୁନ୍ଦରଗଡ଼ ଜିଲ୍ଲା ବିଜେଡି ପାଇଁ ସହ-ପର୍ଯ୍ୟବେକ୍ଷକ 

ଭୁବନେଶ୍ୱର : ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲା ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ରାଉରକେଲା ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା  ରଶ୍ମୀବାଳା ମିଶ୍ରଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।…

ପୋଲିସ ଡିଜି ବିଜେଡିର ସେକେଟ୍ରି ଜେନେରାଲ ଭାବେ କାମ କରୁଛନ୍ତି – ଧର୍ମେନ୍ଦ୍ର

ଜୟପୁର – ଓଡିଶା ପୋଲିସ ବିଭାଗର କିଛି ମୁଷ୍ଟିମେୟ ଅଧିକାରୀ ବିଶଷତଃ ଗଞ୍ଜାମ ଜିଲ୍ଲାର ଜଣେ- ଦୁଇ ଜଣ ପୋଲିସ ଅଧିକାରୀ ଆଉ ପୋଲିସ ହୋଇନାହାନ୍ତି । ନିରପେକ୍ଷତା ରାଜ୍ୟ ପୋଲସି ଡିଜିଙ୍କ ଠାରୁ କରାଯାଏନାହିଁ । ପୋଲିସ ଡିଜି ଓଡିଶା ବିଜୁ ଜନତା ଦଳର ସେକେଟ୍ରି ଜେନେରାଲ୍ ଭାବେ କାମ କରୁଛନ୍ତି…

ନାଟକ “ମିଶନ 2019” : ଡବଲ ରୋଲରେ ଦେଖାଦେବେ ଦାମ

ବିଜେଡି ଘୋଷଣା କଲା 18 ଜଣିଆ ପ୍ରାର୍ଥୀ ତାଲିକା ଦାମଙ୍କ କଚେପବାର , ଯୁଗଳ ନିରାଶ ପାରାଦ୍ବୀପରୁ ଲଢ଼ିବେ ଦାମ ନନ୍ଦନ , ଭଦ୍ରକରୁ ସଂଜୀବ ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାର ଅବଦାନ ଘଟାଇ ଆଜି ପାରାଦୀପ ବିଧାନସଭା  ଆସନ ପାଇଁ ବିଜେପି ନେତା ଦାମୋଦର ରାଉତଙ୍କ ସୁପୁତ୍ର ସମ୍ବିତ…

 ବିଜେଡିରେ  ଯୋଗଦେଲେ 9 ଜିଲ୍ଲା ପରିଷଦ ସଭ୍ୟ । 

     ବରଗଡ :-  ଗତକାଲି ଭାରତୀୟ ଜନତା ପାର୍ଟି ର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ବରଗଡ ଜିଲ୍ଲାର 9 ଜଣ ଜିଲ୍ଲା ପରିଷଦ ସଭ୍ୟ ଆଜି ମଧ୍ୟାହ୍ନରେ ପଦ୍ମପୁର ବିଜୁ ଜନତା ଦଳର କାର୍ଯଳୟ ଠାରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଉପସ୍ଥିତି ରେ ବିଜୁ…

ଗଜପତିରେ ଭୋଟର ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିଷ୍ପତି କ୍ରମେ  ଗଜପତି ଜିଲ୍ଲାର ଗୁମ୍ମା,ଗୋଷାଣି ଏବଂ ପାରଳା ପୌରାଞ୍ଚଳର  ବିଭିନ୍ନ ଜନଗହଳି ସ୍ଥାନ ମାନଙ୍କରେ ଜିଲ୍ଲା କଳା ସଂସ୍କୃତି ସଂଘ ଦ୍ୱାରା ପଞ୍ଜିକୃତ କଳାକାରମାନଙ୍କ ଦ୍ୱାରା …

ତରଙ୍ଗରଙ୍ଗ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ :  ମଞ୍ଚ ନାଟକ ଉପରେ ଆଲୋଚନା ଚକ୍ର

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ କରଣସାହି ବିଜୟ ବ୍ୟାୟାମ ଶାଳା ପରିସରରେ ପ୍ରଗତିଶୀଳ ନାଟ୍ୟ ଅନୁଷ୍ଠାନ ତରଙ୍ଗରଙ୍ଗ ପକ୍ଷରୁ ବିଶ୍ୱ ନାଟ୍ୟଦିବସ ଉପରେ ନାଟୁଆ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ର…

ଷଡଯନ୍ତ୍ରର ଶିକାର (!)ହୋଇଥିବା ଜାକବ ଦଳରୁ ଦେଲେ ଇସ୍ତଫା 

ଜି ଉଦୟଗିରି/ଗଗନ କୁମାର ପ୍ରଧାନ :  ରାଜ୍ୟ କଂଗ୍ରେସ ନେତୃତ୍ୱ ଦ୍ୱାରା ଷଡଯନ୍ତ୍ରର ଶିକାର ହୋଇ  ଦଳୀୟ ଟିକେଟରୁ ବଂଚିତ ହୋଇଥିବା ଏକମାତ୍ର କଂଗ୍ରେସ ବିଧାୟକ ଜାକବ ପ୍ରଧାନ କଂଗ୍ରେସ ଦଳରୁ ଇସ୍ତଫା ଦେବା ସହ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି | ଏହା ସହିତ ସେ ନିର୍ବାଚନରେ ସ୍ୱାଧୀନ…

ମୟୂରଭଞ୍ଜ ଲୋକସଭା ଆସନ  :ଦେବାଶିଷ ମାର୍ଣ୍ଡିଙ୍କୁ ନେଇ ବିଜେଡ଼ି ଆଶାବାଦୀ 

ଦଳୀୟ କର୍ମୀ ଓ ସମର୍ଥକ ମହଲରେ ଖୁସୀର ଲହରୀ ବାରିପଦା(ଦିଲୀପ ମହାନ୍ତି )- ୫ ନମ୍ବର ମୟୂରଭଞ୍ଜ(ଏସଟି) ଲୋକସଭା ନିର୍ବାଚନ ମଣ୍ଡଳୀ । ୧୭ତମ ଲୋକସଭା ନିର୍ବାଚନ ନିମନ୍ତେ ୨୦୧୯ ଏପ୍ରିଲ  ୨ରୁ ୯ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ପରେ ଏପ୍ରିଲ ୨୯ରେ ହେବ ମତଦାନ । ବିଜେଡ଼ି ସୁପ୍ରିମୋ ତଥା…

” ନ୍ୟୁନତମ ଆୟ ଯୋଜନା ଘୋଷଣା ଏକ ଐତିହାସିକ ନିଷ୍ପତ୍ତି  “

ନ୍ୟୁନତମ ଆୟ ଯୋଜନା ଗରିବୀ ଦୂରୀକରଣ  ସଂପର୍କରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ରାୟଗଡା (ସରୋଜ ସାହୁ ) – ଜାତୀୟ କଂଗ୍ରେସ ଘୋଷଣା କରିଥିବା ନ୍ୟୁନତମ ଆୟ ଯୋଜନା ଉପରେ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଦୁର୍ଗାପ୍ରସାଦ ପଣ୍ଡା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ  ହୋଇଥିବା…

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଏକାଦଶ ସମାବର୍ତ୍ତନ ଉତ୍ସବ :  ୪ଜଣଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଓ ୨ ଜଣଙ୍କୁ ଡିଲିଟ୍

ବାରିପଦା,(ଦିଲ୍ଲୀପ ମହାନ୍ତି ) : ମୟୂରଭଞ୍ଜ ଜିଲ୍ଲା ବାରିପଦା ତକତପୁର ସ୍ଥିତ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ମାର୍ଚ୍ଚ ୨୮ ଗୁରୁବାର ଏକାଦଶ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର  ଗଣେଶୀ ଲାଲଙ୍କ ପୌରହିତ୍ୟରେ ଅନୁଷ୍ଠିତ…