ପ୍ରେସ ୟୁନିୟନ ତରଫରୁ ଅଭିନବ କାର୍ଯ୍ୟକ୍ରମ “ଓଡିଆରେ ପଦେ”
ରାୟଗଡା / ସରୋଜ ସାହୁ) – ଓଡିଆ ଭାଷାର ପ୍ରଚାର, ପ୍ରସାର ଏବଂ ଆଜିର ଯୁବଗୋଷ୍ଠୀ ଯେପରି ଓଡିଆ ଭାଷା ଠାରୁ ଦୂରେଇ ନ ଯାଆନ୍ତି ସେଥିପାଇଁ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଓଡିଆରେ ପଦେ ହାତଲେଖା କାର୍ଯ୍ୟକ୍ରମ ପ୍ରେସ ୟୁନିୟନ ରାୟଗଡା ତରଫରୁ ଗାନ୍ଧୀ ପାର୍କ ଠାରେ ଅନୁଷ୍ଠିତ ହୋଇଥିଲା ।…