ସରିଲା ନାମାଙ୍କନପତ୍ର ଯାଂଚ ପ୍ରକିୟା : ୧୬ ନାମାଙ୍କନ ପତ୍ର କାଏମ୍, ଜଣେ ବାଦ୍
ଚମ୍ପୁଆ, (ଚିତ୍ତରଞ୍ଜନ କର) : ଚମ୍ପୁଆ ବିଧାନସଭା(୨୫) ଆସନ ପାଇଁ ଆଜି ନାମାଙ୍କନ ଯାଂଚ ପ୍ରକ୍ରିୟା ସମାପ୍ତ ହୋଇଛି । ଉକ୍ତ ଆସନ ପାଇଁ ମୋଟ ୧୭ଜଣ ବ୍ୟକ୍ତିବିଶେଷ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ସେଥିମଧ୍ୟରୁ ୧୬ଜଣଙ୍କ ପ୍ରାର୍ଥୀପତ୍ର କାଏମ୍ ରହିଛି । ନିର୍ଦ୍ଧାରିତ ସମୟରେ ଆବଶ୍ୟକୀୟ…