ନିର୍ବାଚନ ପାଇଁ ପୋଲିସ ଏବଂ ସିଆରପିଏଫର ଫ୍ଲାଗ୍ ମାର୍ଚ୍ଚ
ରାୟଗଡ /ସରୋଜ ସାହୁ – ଅବାଧ, ନିରପେକ୍ଷ ଓ ହିଂସାମୁକ୍ତ ନିର୍ବାଚନ ପାଇଁ ଆଜି ରାୟଗଡା ପୋଲିସ ଓ ସିଆରପିଏଫ ପ କ୍ଷରୁ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡଃ ଶ୍ରବଣ ବିବେକ ଏମ ଏବଂ ସିଆରପିଏଫର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଫ୍ଲାଗ…