ଜଗତସିଂହପୁର:ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଶାନ୍ତ ମୁଦୁଲି: ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କଲେ ୧୯ପ୍ରାର୍ଥୀ

ତିର୍ତ୍ତୋଲ/ଜଗତସିଂହପୁର:ରମେଶ ମହାନ୍ତି -ନାମାଙ୍କନପତ୍ର ଦାଖଲର ଶେଷ ଦିବସରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୁଦାୟ ୧୯ ପ୍ରାର୍ଥୀ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି।ଏଥି ମଧ୍ୟରୁ ଜଗତସିଂହପୁର ସାଂସଦ ପାଇଁ ୬ପ୍ରାର୍ଥୀ ଓ ବିଧାନସଭା ଆସନ ପ୍ରାର୍ଥୀ ଭାବେ ୧୩ପ୍ରାର୍ଥୀ…

କିଛି ନିର୍ଦ୍ଧିଷ୍ଟ ଅଧିକାରୀ ଓଡିଶାରେ ଲଗାମଛଡା ହୋଇ ବିଜେଡି ପାଇଁ କାମ କରୁଛନ୍ତି- ଧର୍ମେନ୍ଦ୍ର

ୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ୍ ହେଲେ କେନ୍ଦ୍ରମନ୍ତ୍ରୀ  ବୁଥ ଗୁଡିକରେ ଲୁଟ କିମ୍ବା ଆତଙ୍କରାଜ ପରିସ୍ଥିତି ନହେବା ପାଇଁ ଦୃଷ୍ଟି ଦେବାକୁ ସିଇଓଙ୍କୁ ଅନୁରୋଧ  ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ପ୍ରଶାସନିକ ଅଧିକାରୀ ରାଜନୈତିକ କର୍ମୀ ଭାବେ କାମ କରୁଛନ୍ତି  ସିଇଓଙ୍କୁ…

କଂଗ୍ରେସ ଗାଲରେ ଶକ୍ତ ଜାବୁଡ଼ା : ବିଜେଡିରେ ମିଶିଲେ ମହିଳା କଂଗ୍ରେସ ସଭାନେତ୍ରୀ

ଭୁବନେଶ୍ୱର : ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ମହିଳା କଂଗ୍ରେସର ସଭାନେତ୍ରୀ ଶ୍ରୀମତୀ ସୁମିତ୍ର ଜେନା, ଉପ-ସଭାନେତ୍ରୀ ଶ୍ରୀମତୀ କମଳା ତିରିଆ, ଭାଗ୍ୟଶ୍ରୀ ପ୍ରଧାନ, ସାଧାରଣ…

ହଟହଟା ପ୍ରଦୀପ ପୁରୋହିତ, ଲୋକଙ୍କ ପ୍ରଶ୍ନବାଣରେ ଜର୍ଜରିତ : ଦେଖନ୍ତୁ ଭିଡିଓ

 ଜାମସେଠ:-(ରାଜେନ୍ଦ୍ର କୁମାର ପ୍ରଧାନ):-ପଦ୍ମପୁର ନିର୍ବାଚନ ମଣ୍ଡଲି ର ବିଧାୟକ ତଥା ବିଜେପିର ବିଧାୟକ ପ୍ରାର୍ଥୀ  ପ୍ରଦିପ ପୁରୋହିତ ଙ୍କୁ ନିର୍ବାଚନ ପ୍ରଚାର ସମୟରେ ବିଭିନ୍ନ ପ୍ରକାର ପ୍ରଶ୍ନ ବାଣରେ ଘାଇଲା ହେବାକୁ ପଡ଼ୁଛି ନିଜ ଅଞ୍ଚଳର ଭୋଟର ମାନଙ୍କର ଠାରୁ ।ଆଗରୁ ଭାଷଣ ମାରି ବିଭିନ୍ନ…

କେନ୍ଦ୍ର ଯୋଜନା ଚାଲିଛି, ରାଜ୍ୟ କାଳିଆ ଯୋଜନା ବନ୍ଦ ହେଉଛି କାହିଁକି ?

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପାତରଅନ୍ତର ଅଭିଯୋଗ ଆଣିଲେ ନବୀନ ଭୁବନେଶ୍ୱର  / ବରଗଡ :- ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୁଖ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରାସ୍ତ ହେଇ କାଳିଆ ଯୋଜନା ବନ୍ଦ କରାଯିବା ଉଚିତ ନୁହେଁ ବୋଲି ଅଭିଯୋଗ କରିଥିଲେ ।…

ବଢୁଛି ଦାମଙ୍କ ଟେନସନ, ଭାରି ପଡ଼ିବେ ରଘୁନନ୍ଦନ 

ବିଶାଳ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କଲେ ରଘୁନନ୍ଦନ ତିର୍ତ୍ତୋଲ-ବାଲିକୁଦା/ରମେଶ ମହାନ୍ତି -ପ୍ରଶାନ୍ତ ମୁଦୁଲିଙ୍କ ଆଖିରେ ରଖି ତାଙ୍କୁ ବିଧାନସଭାରେ ନପୁରାଇ ଦେବା ପାଇଁ ବିଜେପିରେ ଯୋଗ ଦେବା ସହ ବାଲିକୁଦା-ଏରସମାରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତଙ୍କ ପାଇଁ…

ତିର୍ତ୍ତୋଲରୁ ପ୍ରବଳ ଜନସମର୍ଥନ ଓ ଉତ୍ସାହ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କଲେ ବିଷ୍ଣୁ

ତିର୍ତ୍ତୋଲ/ରମେଶ ମହାନ୍ତି -ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ଆଜି ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସୋମବାର ପ୍ରାୟ ୧୦ଟାରେ ବିଷ୍ଣୁ ଦାସ ତିର୍ତ୍ତୋଲ…

ଏବେ ମନେ ପଡିବା ଆଉ ତଡ଼ିବାର ବେଳ : ଚାଲିଛି ଡ୍ୟାମେଜ କଣ୍ଟ୍ରୋଲ ମିଶନ   

ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ନିର୍ବାସନ, ପ୍ରତ୍ୟାହାର ଆଉ ଥଇଥାନ   ଭୁବନେଶ୍ୱର :ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ଭାବେ ଖଲ୍ଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ନିଯୁକ୍ତ କରିବା ସହ ବୀରମହାରାଜପୁର ନିର୍ବାଚନ…

ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ସଚେତନତା :ସୁନ୍ଦରଗଡ଼ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

 ସୁନ୍ଦରଗଡରୁ ହୋରଚାନ୍ଦ ଦେଉରୀଆ : ସୁନ୍ଦରଗଡ଼ ସହରରେ ଅପରାଧୀଙ୍କ ନିଦ ପୋଲିସ ହଜାଇ ଦେଇଥିବା ବେଳେ ଚଳିତ ମାସରେ ହେବାକୁ ଥିବା ନିର୍ବାଚନରେ  ଶାନ୍ତି ଶୃଙ୍ଖଳା ପରିସ୍ଥିତି ଉପରେ ନିୟନ୍ତ୍ରଣ ରଖିବା ସହ ଅବାଧ ଓ ମୁକ୍ତ ନିର୍ବାଚନ କରାଇବା ପାଇଁ ଅବିରତ ଉଦ୍ୟମ ଜାରି  ରଖିଛି ସୁନ୍ଦରଗଡ଼…

କଂଗ୍ରେସ ବିଜେଡିର ଆଭ୍ୟନ୍ତରୀଣ ଅସନ୍ତୋଷ ପାଇଁ  ବି.ଜେ.ପିର ବଢୁଛି ଶକ୍ତି

ଯାଜପୁର,(ଜୟଶଙ୍କର ଦାସ) ଯାଜପୁର ଜିଲ୍ଲାର ଧର୍ମଶାଳା ବିଧାନସଭା ଆସନରେ ବି.ଜେ.ପି ପ୍ରାର୍ଥୀତ୍ୱ ନେଇ ଅସନ୍ତୋଷ ଥିଲେ ମଧ୍ୟ ଦଳ ପ୍ରତି ସମର୍ଥନ ବୃଦ୍ଧି ପାଉଥିବାର ଲକ୍ଷ କରାଯାଉଛି । ଧର୍ମଶାଳାରେ ସବୁ ଦଳରେ ପାର୍ଥୀ ଚୟନ ନେଇ ଅସନ୍ତୋଷ ଥିବା ବେଳେ ସୋମବାର ବି.ଜେ.ପି ପାର୍ଥୀ ରମେଶ ପରିଡା…