ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନେ୍ଦହ ତଦନ୍ତ କରୁଛି ପୋଲିସ
ନୂଆପଡ଼ା,୧୮ ।୪; ଜିଲ୍ଲା ସଦର ମହକୁମା ଠାରୁ ୨୦ କିମି ଧରମବନ୍ଧା ସ୍ଥିତ ଶିଶୁ ବିଦ୍ୟାମନ୍ଦିର ପଛପଟରେ ଆଜି ସକାଳୁ ଏକ ମୃତଦେହ ପଡିଥିବା ଦେଖି ଲୋକେ ଧରମବନ୍ଧା ଥାନା କୁ ଖବର ଦେଇଥିଲେ । ଥାନାଧିକାରୀ ଦିଲ୍ଲୀପ କୁମାର ଲାକ୍ରା ଘଟଣାସ୍ଥଳରେ ପହଂଚି ଶବ ଜବତ କରିଥିଲେ ।ପ୍ରାଥମିକ ତଦନ୍ତରୁ…