ଓଡ଼ଗାଁରେ ଶ୍ରୀରାମ ନବମୀ ଯାତ୍ରା :ସୀତାଙ୍କୁ ଉଦ୍ଧାର ପାଇଁ ପ୍ରଭୁ ଶ୍ରୀରାମ ଅନୁଜ ଲକ୍ଷ୍ମଣଙ୍କ ଯୁଦ୍ଧା ଯାତ୍ରା

ଓଡ଼ଗାଁ(ଶ୍ରୀକାନ୍ତ ଦାଶ) : ଓଡଗ୍ରାମେ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର  ନବମ ଦିନ ସନ୍ଧ୍ୟାରେ ପ୍ରଭୁ ଯୁଦ୍ଧଯାତ୍ରା ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଛନ୍ତି । ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ମାତା ସୀତାଙ୍କୁ ମୁକ୍ତ କରିବା ପାଇଁ ଭକ୍ତ…

 ଆରମ୍ଭ ହେଲା ମତଦାନ :  ୫ ସ୍ତରୀୟ ଶୃଙ୍ଖଳା ବ୍ୟବସ୍ଥା, ୩ଟି ଉତେଜନା ପ୍ରବଣ ବୁଥରେ ସଶସ୍ତ୍ର ପୋଲିସ ମୁତୟନ

ଓଡଗାଁ ./ଶ୍ରୀକାନ୍ତ ମିଶ୍ର : ଆରମ୍ଭ ହୋଇଛି  ନୟାଗଡ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଓଡଗାଁ ବ୍ଲକରେ ମତଦାନ | ବ୍ଲକର  ୧୮ଟି ପଂଚାୟତର ୮୬ଟି ବୁଥରେ ଭୋଟର ମାନେ ତାଙ୍କର ବହୁମୂଲ୍ୟ ମତ ସାବ୍ୟସ୍ତ କରିବେ । ମତଦାନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ପ୍ରଶାସନ ତରଫରୁ  କୁରାଳ,…

ମୋଦି ସୁନାମୀରେ ବିଜେଡ଼ି ସତ୍ତା ହରାଇବ –  ଜୀବନ ସାହୁ

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶାରେ ମାଡ଼ି ଆସିଛି ମୋଦି ସୁନାମୀ । ଏଥିରେ ବିଜେଡ଼ି ତାର ସତ୍ତା ହରାଇବ । ମୟୂରଭଞ୍ଜ ଜିଲ୍ଲାରେ ଲୋକସଭା କ୍ଷେତ୍ର ସହ ସମସ୍ତ ୯ଟି  ବିଧାନସଭା ଆସନକୁ ବିଜେପି ଦଖଲ କରିବ ବୋଲି ବିଜେପିର ରାଜ୍ୟ ପ୍ରବକ୍ତା ତଥା ମୟୂରଭଞ୍ଜ ଜିଲ୍ଲା ପ୍ରଚାର କମିଟି ସଂଯୋଜକ…

ବୁଲୁ ସାଧାରଣ ସଂପାଦକ ନିଯୁକ୍ତ 

ଭୁବନେଶ୍ୱର: ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ଭାବେ ଶ୍ରୀ ଅସିତ ପଟ୍ଟନାୟକ (ବୁଲୁ)ଙ୍କୁ ନିଯୁକ୍ତି ଦେଇଥିବା ବେଳେ ବିଜୁ ଜନତା ଦଳ ରାଜ୍ୟ ସଂପାଦକ ଭାବେ ଶ୍ରୀ ସନ୍ତୋଷ ପଟ୍ଟନାୟକ, ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀ…

କଂଗ୍ରେସ ରେ ଯୋଗଦେଲେ ବହୁ ବିଜେଡି କର୍ମୀ 

"ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ:  କୋରାଇ ନିର୍ବାଚନ ମଣ୍ଡଳୀ ର ସାଦକପୁର ଗ୍ରାମ ପଂଚାୟତ ର ବହୁ ବିଜେଡି କର୍ମୀ ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ ଙ୍କ ନେତୃତ୍ୱରେ ଶଙ୍ଖ ଛାଡି ହାତକୁ ଧରିଛନ୍ତି । ନିର୍ବାଚନ ଯେତିକି ପାଖେଇ ଆସୁଛି ବହୁ ଅସନ୍ତୁଷ୍ଟ ବିଜେଡି ଓ ବିଜେପି ଦଳ ଛାଡି…

ଅପରାଜିତାଙ୍କ ପିଛା ଛାଡ଼ୁନି ପୁରୁଣା ଅନିୟମିତତା ଅଭିଯୋଗ 

ଭୁବନେଶ୍ୱର : ଭୋଟ ଯେତିକି ପାଖୋଉଛି ପ୍ରାର୍ଥୀମାନଙ୍କର ପୁରୁଣା କାହାଣୀ  ଧିରେ ଧୀରେ ପଦାକୁ ଆସିଛି  ।  ବିଗତ ଦିନରେ ସେମାନଙ୍କ ଦ୍ୱାରା ହୋଇଥିବା ଦୁର୍ନୀତି ଅନୀତି ତଥା ବ୍ୟକ୍ତିଗତ ଜୀବନ ପଦାକୁ ଆସୁଛି  । ଭୁବନେଶ୍ୱର ମଧ୍ୟ ବିଧାୟକ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କ  ପାଇଁ ମୁଣ୍ଡ…

ବାବୁ ସିଂଙ୍କ ବିରୋଧରେ ଉଠିଲା ଜମି ଜାଲିଆତି ଅଭିଯୋଗ 

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲା ଏକାମ୍ର ଜନଜାଗରଣ ମଂଚ ଭୁବନେଶ୍ୱର : ଏକାମ୍ର ଭୁବନେଶ୍ୱର ବିଧାନସଭାର ଭାଜପା ପ୍ରାର୍ଥୀଙ୍କ ବିରୁଦ୍ଧରେ ଏକାମ୍ର ଜନଜାଗରଣ ମଂଚ ତରଫରୁ ଖୋଲା ଚ୍ୟାଲେଂଜ୍ କରାଯାଇଛି । ମଂଚ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ଦାୟର କରିବେ ବୋଲି ପ୍ରାର୍ଥୀ…

ସୁନ୍ଦରଗଡ଼ରେ  ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

ସୁନ୍ଦରଗଡ : ପ୍ରବାଦ ପୁରୁଷ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ୨୨ତମ ଶ୍ରାଦ୍ଧ ଦିବସରେ ସୁନ୍ଦରଗଡ଼ ବିଜୁଜନତା ଦଳ( ବିଜେଡ଼ି )ତରଫରୁ ପାଳିତ ହୋଇଯାଇଛି | ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ଜୟନାରାୟଣ ତ୍ରିପାଠୀ ଙ୍କ ନେତୃତ୍ବରେ ଆୟୋଜିତ…

ଭୁବନେଶ୍ୱର ଲୋକସଭା ଆସନ : ଚିତ୍ର ଅସ୍ପଷ୍ଟ, ରଗଡା ଲଢେଇ ସ୍ପଷ୍ଟ 

ଭୁବନେଶ୍ୱର: ସମସ୍ତଙ୍କ ନଜରରେ ଭୁବନେଶ୍ୱର | ହାଇ ପ୍ରୋଫାଇଲ ଲଢେଇ | ପ୍ରଶାସକ ବନାମ ପ୍ରଶାସିକା | ଅରୂପ ବନାମ ଅପରାଜିତା | ଜଣେ ଜଣେ ଓଡ଼ିଆ ମାଟିକୁ ବୋହୁ ପାଲଟି ପ୍ରଶାସନ କ୍ଷେତ୍ରରେ ଓଡ଼ିଶାର ସେବା କରିଛନ୍ତି, ଆଉ ଜଣେ ଓଡିଶା ବାହାରେ ଓଡିଶା ବାହାରେ ଓଡ଼ିଶାର ଟେକ ବଢ଼ାଇଛନ୍ତି ନିଜର…

 ବେଦପ୍ରକାଶ ଅଗ୍ରୱାଲାଙ୍କୁ ଦଳୀୟ କାର୍ଯ୍ୟାଳୟରେ ଗଭୀର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ବିଜୁ ଜନତା ଦଳର ରାଜ୍ୟ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ବେଦପ୍ରକାଶ ଅଗ୍ରୱାଲାଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ତାଙ୍କର ପରଲୋକରେ ବିଜୁ ଜନତା ଦଳର ପ୍ରତ୍ୟେକଟି କାର୍ଯ୍ୟକର୍ତ୍ତା, କର୍ମୀ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସ୍ୱର୍ଗତ…