କୁନି କୁନି ପିଲାମାନେ ନିଆରା ଢଙ୍ଗରେ ସ୍ୱାଗତ ଜଣାଇଲେ ମତଦାତାଙ୍କୁ
ବାରିପଦା-/ ଦିଲ୍ଲୀପ ମହାନ୍ତି : ମୟୁରଭଞ ଜିଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମତଦାନପାଇଁ ପୂର୍ବରୁ ସମସ୍ତ ମତଦାନ କେନ୍ଦ୍ରରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସମାପ୍ତ କରାଯାଇଥିଲା । ଜିଲାର ଆଜି ଆଟଗୋଟି ନିର୍ବାଚନ ମଣ୍ଡଳୀରେ ମୋଟ ୨୧୨୩ ଗୋଟି ମତଦାନ କେନ୍ଦ୍ରରେ…