ମାଇନିଂ ଏରିଆ ଟ୍ରକ ଓନର୍ସ ଆସୋସିଏସନ ନିର୍ବାଚନ ; ୪ ପଦବୀ ପାଇଁ ଚୂଡ଼ାନ୍ତ ତାଲିକାରେ ୧୩ ଜଣ ପ୍ରାର୍ଥୀ
ବଡ଼ବିଲ (ଶାସକ ପ୍ରଶାସକ) :ଦି ମାଇନିଂ ଏରିଆ ଟ୍ରକ୍ ଓନର୍ସ ଆସୋସିଏନ (ମାଟୋଆ)ର ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଗତକାଲି ମୋଟ୍ ୪ଟି ପଦବୀ ପାଇଁ ୨୫ଜଣ ପ୍ରାର୍ଥୀପତ୍ର ଦାଖଲ କରିଥବା ବେଳେ, ସେମାନଙ୍କ ମଧ୍ୟରୁ ଆଜି ୧୨ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଏବେ ନିର୍ବାଚନୀ…