ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ମହାପ୍ରଭୂ ଶ୍ରୀଶ୍ରୀହରିବଳଦେବ ଜୀଉଙ୍କ ଘୋଷ ଯାତ୍ରା
ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥକୁ ଟାଣିଲେ ହଜାର ହଜାର ମହିଳା ଭକ୍ତ ।
ବାରିପଦା(ଦିଲ୍ଲୀପ ମହାନ୍ତି )- ଜନ ସମୂଦ୍ରରେ ଦିଶୁ ନ ଥିଲା ପଥ । ଲକ୍ଷାଧିକ ଭକ୍ତଙ୍କ ଗହଳିଚହଳିରେ ପ୍ରକମ୍ପିତ ହୋଇଉଠିଥିଲା ବଡ଼ଦାଣ୍ଡ । ଜୟ ଜଗନ୍ନାଥ ଧ୍ୱନୀ ସହିତ ଶଙ୍ଖ, ମୃଦଙ୍ଗ, ସଂକୀର୍ତ୍ତନ ଚତୁର୍ଦ୍ଧିଗର ଗଗନ…