ଉତ୍କଳ ପ୍ରସଙ୍ଗର ରଥଯାତ୍ରା ବିଶେଷାଙ୍କ ପତ୍ରିକାର ବିତରଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ରାଜଗୁରୁ ସାହି ରସିକରାଜ ମନ୍ଦିର ପରିସରରେ ଥିବା ବାଲମୁକୁନ୍ଦ ଠାରେ ଚଳିତ ଗୁରୁପୂର୍ଣ୍ଣିମା ଉପଲକ୍ଷେ ଓଡିଶା ସରକାରଙ୍କ ମାସିକ ପତ୍ରିକା ଉତ୍କଳ ପ୍ରସଙ୍ଗ ରଥଯାତ୍ରା ବିଶେଷଙ୍କର ବିତରଣ ଉତ୍ସବ କାର୍ଯ୍ୟକ୍ରମ ଉପସ୍ଥିତ ତଥା…