ବ୍ୟାସନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବା ପ୍ରତିବାଦରେ ଆନ୍ଦୋଳନ ଡାକରା

ବ୍ୟାସନଗର ରୁ ବିଶ୍ୱଜିତ ମାଝୀ- ସହିଦ ଭାଗତ ସିଂ ଯୁବକ ସଂଘ ପକ୍ଷରୁ ବ୍ୟାସନଗର ସ୍ଥିତ ବ୍ୟାସ ସରବର ଥିବା ଅଲେଖ ଆଶ୍ରମ ଠାରେ ପ୍ରସ୍ତୁତି ବୈଠକ ହୋଇଯାଇଛି। ଏହି ବୈଠକରେ ଆଲୋଚନା ହୋଇଥିଲା ଯାଜପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୭ଜଣ ଡାକ୍ତର ପଦପି ଥିଲା ବେଳେ ୪ଜଣ ଡାକ୍ତର ରେ କାମ ଚାଲିଛି…

ବିଜୟ ଯଦି ଫେଲ ମାରିଲେ, ଦୋଷ ଠେଲା ପାଇଁ ମୁଣ୍ଡ ରେଡି !!

 ପାଟକୁରା/ ଭୁବନେଶ୍ୱର(Girija shankar Dash) : ସରିଗଲା ପ୍ରଚାର, ଅପପ୍ରଚାର ଆତ୍ମ ପ୍ରଚାର, ମିଛ ସ୍ୱାଭିମାନ ଓ ଲୋକପ୍ରିୟତାର ପର୍ବ । ଭୋଟ ସରିଗଲା ପରେ ୨୪ରେ ଗଣତି ନିର୍ଣୟ ହେବ ଭାଗ୍ୟଫଳ ବିଜୟ ମହାପାତ୍ର ଆଉ ସାବିତ୍ରୀ ଅଗ୍ରୱାଲଙ୍କ ଭିତରେ | ପ୍ରଥମରୁ ହାତ ଟେକି ଦେଇଥିବା କଂଗ୍ରେସ କଥା…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ

ତୈଳ ଏବଂ ଗ୍ୟାସର ଭିତିଭୂମିକୁ ମଜବୁତ୍ କରି ମହାରାଷ୍ଟ୍ରର ସମଗ୍ର ବିକାଶ ଉପରେ ଗୁରୁତ୍ୱ - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର, – କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ସହ ସାକ୍ଷାତ…

ଖଣିଜ ପାଣ୍ଠି : ଆଦାୟ ୭୪୯୬ କୋଟି, ଖର୍ଚ୍ଚ ମାତ୍ର ୧୬୭୨ କୋଟି

ଭୁବନେଶ୍ୱର, : ଜିଲ୍ଲା ଖଣିଜ ପ୍ରତିଷ୍ଠାନ  (ଡିଏମ୍ଏଫ୍) ପାଣ୍ଠିକୁ ବର୍ତମାନ ସୁଦ୍ଧା ମୋଟ ୭୪୯୬.୭୩ କୋଟି ଟଙ୍କା ଆଦାୟ ହୋଇଛି । ଗତ ତିନିବର୍ଷ ମଧ୍ୟରେ ଏହି ପାଣ୍ଠିରୁ ଖର୍ଚ୍ଚ ହୋଇଛି ୧୬୭୨.୩୪ କୋଟି ଟଙ୍କା । ତେବେ ବିଡ଼ମ୍ବନାର ବିଷୟ ଯେ ଖଣିଖାଦାନ ଅଂଚଳର ଅଗ୍ରାଧିକାର କ୍ଷେତ୍ର ଭାବେ…

ଏଣିକି ପତିପତ୍ନୀଙ୍କ ନାମରେ ଜମି ରେକର୍ଡ

ଭୁବନେଶ୍ୱର: ଏଣିକି ଉଭୟ ପତି ଓ ପତ୍ନୀଙ୍କ ନାମରେ ଜମିଜମା ରେକର୍ଡ କରାଯିବ । ଏଥିପାଇଁ ସରକାର କ୍ଷେତ୍ରାଧିକାରୀମାନଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି । ଆଜି ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ…

ଜୁଲାଇ ୨୧ ତାରିଖରେ ବାପା ପକ୍ଷରୁ ସମ୍ବର୍ଦ୍ଧିତ ହେବେ ଜଳସେଚନ,ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ

 ଭୁବନେଶ୍ୱର,:ଆଗାମୀ ଜୁଲାଇ ୨୧ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଭୁବନେଶ୍ୱର ଜୟଦେବ ଭବନ  ପରିସରସ୍ଥ ଗୀତଗୋବିନ୍ଦ ସଦନ ସଭାଗୃହରେ ଓଡ଼ିଶା ରାଜ୍ୟ ସରକାରଙ୍କ ଜଳସେଚନ, ସୂଚନା ଓ ଲୋକସମ୍ପର୍କ  ମନ୍ତ୍ରୀ  ରଘୁନନ୍ଦନ ଦାସଙ୍କୁ ବାଲିକୁଦା ଏରସମା ଅଞ୍ଚଳର ସାମଗ୍ରିକ ବିକାଶ  ପାଇଁ ପ୍ରୟାସୀ…

କୋଉ ରେଟରେ ଢୋକିଲେ ଏମିତିକା କୋଠା ହେବ !!!

ବାରିପଦା(ଦିଲ୍ଲୀପ ମହାନ୍ତି )- ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ଭିଜିଲାନ୍ସ ୟୁନିଟ ଡ଼ିଏସପି  ଶରତ କୁମାର ମହାପାତ୍ରଙ୍କ ନେତୃତ୍ୱ ଓ ବାଲେଶ୍ୱର ୟୁନିଟ ଡ଼ିଏସପି ସନ୍ତୋଷ କୁମାର ସାମନ୍ତରାୟଙ୍କ ସହଯୋଗରେ ଆଜି ପୂର୍ବାହ୍ନରେ ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟର…

ଶତାୟୁ ସ୍ୱାଧିନତା ସଂଗ୍ରାମୀଙ୍କ ପରଲୋକ

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ବଡପୁଟ ଗ୍ରାମର ଶତାୟୁ ସ୍ୱାଧିନତା ସଂଗ୍ରାମୀ ବିରଭଦ୍ର ଆଚାରୀ(୧୦୩) ବୁଧବାର ବିଳମ୍ବିତ ରାତିରେ ସ୍ୱଗୃହରେ ପରଲୋକ ଗମନ କରିଥିଲେ । ନୟାଗଡ ପ୍ରଜାମଣ୍ଡଳ ଆନ୍ଦୋଳନରେ ଅଂଶ ଗ୍ରହଣ କରି ସେ କାରାବରଣ କରିଥିଲେ । ତାଙ୍କର ଜିବଶୈଳି ଓ…

କଲ୍ୟାଣପୁର ରବି ପ୍ରଧାନ ହତ୍ୟାଘଟଣା : ୬ଜଣ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : : ନୟାଗଡଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ କଲ୍ୟାଣପୁର ରବି ପ୍ରଧାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସହିତ ୬ଜଣ ଓଡଗାଁ ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ଏହି ଥାନା ଜାମୁଝୋଲାର ଜ୍ୟୋତିର୍ମୟ ମହାନ୍ତି(୩୫), ଶ୍ରୀନିବାସ…

ଯୁବତୀକୁ ଅପହରଣ ଉଦ୍ୟମ କରି ଯୁବକ ଗିରଫ

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : : ଓଡଗାଁ ଥାନା କୋମଣ୍ଡ ଗାଁର ରବି ନୟକ(୨୧) କୁ ଯୁବତୀକୁ ଅପହରଣ କରିବା ଅଭିଯୋଗରେ ଗିରଫ କରି ଓଡଗାଁ ପୋଲିସ ଆଜି କୋର୍ଟଚାଲାଣ କରିଥିଲେ । ଜାମିନି ଖାରଜ ହେବାରୁ ଅଭିଯୁକ୍ତ ଯୁବକକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । କୋମଣ୍ଡ ନିକଟସ୍ଥ ବାଦଭୁଇଁ…