ବିଭାଗୀୟ ଅଧିକାରୀଙ୍କ ଅଣାଦେଖା ପାଇଁ ସ୍କୁଲ ଗେଟରେ ଝୁଲିବ ତାଲା
ନାହିଁ ନାହିଁରେ ଚାଲିଛି ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟ
ମେଲଛାମୁଣ୍ଡା,(ମନୋଜ ଭୋଇ) ବର୍ତମାନ ସରକାର ଶିକ୍ଷାର ମାନ ଉନ୍ନତ ସହ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଅନେକ ପଦକ୍ଷେପ ନେଉଥିବା ବେଳେ ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ସର୍ବପୂରାତନ ତଥା ଜିଲ୍ଳାସ୍ତରରେ ପ୍ରସିଦ୍ଧି ଲାଭ କରିଥିବା…