ରୋଗନିବାରଣରେ ଜୀବନଶୈଳୀ ଓ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ
ମା ଜାନକୀ ସ୍ୱାସ୍ଥ୍ୟ ମିଶନର ପ୍ରଥମ ଆଲୋଚନା ଚକ୍ର
ଭୁବନେଶ୍ୱର,(ଶାସକ ପ୍ରଶାସକ): ସମୟ ବଦଳିଛି । ସମୟ ସହିତ ବଦଳିଛି ମଣିଷର ଜୀବନଶୈଳୀ | ଖାଲି ଜୀବନ ଶୈଳୀ ବଦଳିଛି ନୁହେଁ ତା ସହିତ ବଦଳିଛି ଖାଦ୍ୟ । ପାରମ୍ପରିକ ଆଉ ଦେଶୀ ଖାଦ୍ୟର ଯାଗା ନେଇସାରିଲେଣି ଆଜିର ଆଧୁନିକ ସମୟର ଖାଦ୍ୟ । ଏହାର…