“ବିଲଟ୍’ର ଲୁଟ ନକ୍ସା ଉପରେ ସରକାର ଓ ବିରୋଧୀ ନିରବ କାହିଁକି !!!!!

ଚୌଦ୍ୱାର ପେପର ମିଲ "ବିଲଟ୍': ରୌପ୍ୟ ଜୟନ୍ତୀର ଜାଲିଆତି! ""ଦୀର୍ଘ ୧୫ବର୍ଷ ଧରି ବିଲଟ କାଗଜ କଳକୁ ବନ୍ଦ କରି ହଜାର ହଜାର ପରିବାରଙ୍କ ଦାନାପାଣି ବୁଡାଇଲା  । ଆମମାନଙ୍କ ଆରାଧ୍ୟ ଦେବତାଙ୍କ ଜମି ନେଲା  । ଆମମାନଙ୍କ ଜମିକୁ ଆମର ଜୀବନ ଜୀବକା ପାଇଁ ସରକାର ଦେଇଥିଲେ  । ବିଲଟ୍ ୧୦ବର୍ଷ କାଗଜ…

ଜେପିଭିଟି ଆସୋସିଏସନ୍ ର କାର୍ଯ୍ୟକାରିଣୀ ବୈଠକ

ଜଗତସିଂହପୁର : ଜଗତସିଂହପୁର ସହରର ସ୍ଥାନୀୟ  ଡାଏମଣ୍ଡ ମଣ୍ଡପରେ ଜଗତସିଂହପୁର ଫଟୋଗ୍ରାଫର୍ସ ଆଣ୍ଡ ଭିଡିଓଗ୍ରାଫର୍ସ ଟ୍ରେଡର୍ସ ଆସୋସିଏସନର କାର୍ଯ୍ୟକାରିଣୀ ବୈଠକ ଶ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି  । ଆଗାମୀ ଅଗଷ୍ଟ ୧୯ତାରିଖ ୱାର୍ଲଡ  ଫଟୋଗ୍ରାଫର୍ସ ଡେ ପାଳନ ଓ…

ବିଧି ସାଜିଲା ବିପଦ, ଚନ୍ଦ୍ରକାନ୍ତି ମାଝୀଙ୍କ ମୁଣ୍ଡ ଉପରେ ଖସି ପଡିଛି ଆକାଶ

ସରକାର ହେବେ କି ସାହା ଏ ଅଭାବୀ ପରିବାରକୁ !!! ନୂଆପଡା /ପ୍ରିୟବ୍ରତ ପଣ୍ଡା , ଖଡ଼ିଆଳ ବ୍ଲକ ର ଖଇରପଦର ଗ୍ରାମ ର ଆଦିବାସୀ ଯୁବକ ଚରଣ ମାଝୀ, ଜୀବନ ଜୀବିକା ଖୋଜିବାକୁ ଯାଉଥିଲେ ଗୁଜୁରାଟ ର ଗାନ୍ଧିନଗରକୁ ,ଏଥର କିନ୍ତୁ ବିଧି ସାଜିଲା ବିପଦ । ପାଣି ଆଣିବାକୁ ଟ୍ରେନରୁ ତଳକୁ ଆସିଥିଲେ |…

ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା : ବଂଶଧାର ଉଚ୍ଚ ବିଦ୍ୟାଳୟ ପ୍ରଥମ

Paralakhemundi/ Balakrusna Panigrahi : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସଭାକକ୍ଷ ଠାରେ  ରାଜ୍ୟ ଶିକ୍ଷକ-ଶିକ୍ଷା ନିର୍ଦ୍ଦେଶଳୟ , ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ସହାୟତାରେ "ବିଜ୍ଞାନ ଓ ସମାଜ" ବିଷୟ ଉପରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ…

କଣ୍ଟାବଲ୍ଲବପୁର ବିଦ୍ୟାଳୟରେ ଆଇନ ସଚେତନତା ଶିବିର

ଜଗତସିଂହପୁର:(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ କଣ୍ଟାବଲ୍ଲବପୁର ମହିଳା ବିଦ୍ୟାଳୟରେ ସୋମବାର ଦିନ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ କମଳାକାନ୍ତ ରାଉତ,ଜିଲ୍ଲା ଶିଶୁମଙ୍ଗଳ କମିଟିର ସଦସ୍ୟ…

ଜାମୁଦଣ୍ଡା ବାଣୀପିଠ ବିଦ୍ୟାଳୟରେ ପରିବେଶ ସଚେତନତା

ଜଗତସିଂହପୁର(ରମେଶ ମହାନ୍ତି)-ନାଉଗାଁ ବ୍ଲକ ଅନ୍ତର୍ଗତ ଜାମୁଦଣ୍ଡା ଗ୍ରାମରେ ଅବସ୍ଥିତ ପଞ୍ଚାୟତ ବାଣୀପିଠ ବିଦ୍ୟାଳୟରେ ପରିବେଶ ସଚେତନତା ଉପଲକ୍ଷେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ଗଛାୟତ ଚାରାରୋପଣର ଆବଶ୍ୟକତା ସଂପର୍କରେ ଆଲୋକପାତ…

ବାରିପଦା ସାରଳା ସାହିତ୍ୟ ସଂସଦର ସାରସତ୍ୱ ଆସର : ୪ ସାରସ୍ୱତ ପ୍ରତିଭା ସମ୍ବର୍ଦ୍ଧିତ

ବାରିପଦା(ଅରବିନ୍ଦ ଦାସ)- ସାରଳା ସାହିତ୍ୟ ସଂସଦର ସାରସ୍ୱତ ପକ୍ଷରୁ ବାରିପଦା ପୌର ପରିଷଦ  ସମ୍ମିଳନୀ କକ୍ଷରେ ସାହିତ୍ୟ ଆସର, ସମ୍ବର୍ଦ୍ଧନା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି | ସଂସଦର ପ୍ରତିଷ୍ଠାତା  ସଭାପତି ଇଂ ପ୍ରଭାକର ସ୍ୱାଇଁଙ୍କ ପୌରହିତ୍ୟରେ  ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ…

ଜିଲ୍ଲାସ୍ତରୀୟ ଶିଶୁ ଜାତୀୟ ବିଜ୍ଞାନ କଂଗ୍ରେସ ପ୍ରକଳ୍ପ ପ୍ରସ୍ତୁତି ଶିକ୍ଷକ ପ୍ରଶିକ୍ଷଣ ଶିବିର ଆୟୋଜିତ

 ବାରିପଦା(ଅରବିନ୍ଦ ଦାସ)- ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କ ତତ୍ୱାବଧାନରେ ୨୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ନିମନ୍ତେ ଏକ ଶିକ୍ଷକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜଗନ୍ନାଥ…

ଘନ ଘନ ଓଭରଲୋଡିଂ, ଅସନ୍ତୁଷ୍ଟ ଅଞ୍ଚଳବାସୀ

ଅଜଣା କାରଣ ପାଇଁ ହାତ ବାନ୍ଧି ରହିଛି ପରିବହନ ବିଭାଗ ଝାରସୁଗୁଡା (ଖୁର୍ସିଦ ଆଲାମ ଖାଁ) :ଝାରସୁଗୁଡ଼ା ତଥା ଆଖପାଖ ଅଞ୍ଚଳରେ ବିଭିନ୍ନ ଶିଳ୍ପ ସଂସ୍ଥା ବିଗତ ପ୍ରାୟ ୧୦ ବର୍ଷରୁ ଚାଲିଥିବା ଦ୍ଵାରା ଏଠାରେ କଞ୍ଚା ମାଲ କୋଇଲା, ଆଇରନ, ଆସ ଇତ୍ୟାଦି ନେବା ଆଣିବା ପାଇଁ ଭାରିଯାନ ୬ ଚକା ରୁ…

ଯାତ୍ରୀବାହୀ ଡଙ୍ଗାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପ୍ରଶାସନିକ ଅଧିକାରୀ

କ୍ଷମତାରୁ ଅଧିକ ଯାତ୍ରୀ ନନେବାକୁ ବିଡ଼ିଓ କଲେ ତାଗିଦ ବରଗଡ:- ବରଗଡ ଜିଲ୍ଲା ପାଇକମାଲ ବ୍ଲକର ଲାଖମରା ରୁ ଚରଦାପଲି କୁ ବର୍ଷା ଦିନରେ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବରେ ବିଛିନ୍ନ ହେଇଯାଏ ବର୍ଷା ଦିନରେ ଡଙ୍ଗା ହିଁ ଏକମାତ୍ର ଭରଷା ଚରଦାପଲି ପଞ୍ଚାୟତ ର ଜନସାଧାରଣଙ୍କ ପାଇଁ । ରାଜ୍ୟରେ ବିଗତ…