ବାଇକ ଦୁର୍ଘଟଣାରେ ବଲାଙ୍ଗୀର ଡିଏସ୍ଓ ଗୁରୁତର
ନୂଆପଡ଼ା,/ ଅମିତ ପୁରୋହିତ : ନୂଆପଡ଼ା ଜିଲ୍ଲା ଲଖନା ଥାନା ଘାଟିପଡା ନିକଟରେ ଜାତୀୟ ରାଜପଥ ୩୫୩ ଉପରେ ବାଇକ ଦୁର୍ଘଟଣାରେ ବଲାଙ୍ଗୀର ଜିଲ୍ଲା କ୍ରିଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ଗୁରୁତର ଆହତ ହୋଇଛନ୍ତି । ବଲାଙ୍ଗୀର ଡିଏସ୍ଓ ପୂର୍ବରୁ ନୂଆପଡ଼ା ଡିଏସଓ ଭାବେ କାମ କରୁଥିଲେ । ଡିଏସଓ…