ପଦ୍ମପୁର ନିର୍ବାଚନମଣ୍ଡଳୀ  ବିଜୁଜନତାଦଳ ତରଫରୁ ୨୩ତମ ପ୍ରତିଷ୍ଠା ଦିବସ 

0 2

ପାଇକମାଲ:-ପଦ୍ମପୁର ନିର୍ବାଚନ ମଣ୍ଡଲୀ ବିଜୁ ଜନତାଦଳ ତରଫରୁ ନୃସିଂହନାଥ ଠାରେ ୨୩ତମ ପ୍ରତିଷ୍ଠା ଦିବସ ପାଳନ  କରାଯାଇଛି। ପାଇକମାଲ, ଝାରବନ୍ଧ ଓ ରାଜବୋଡାସମ୍ୱର(ପଦ୍ମପୁର) ବ୍ଲକର ବିଜେଡି କର୍ମୀମାନଙ୍କୁ ନେଇ ଏକ ସଭା ଅନୁଷ୍ଟିତ ହୋଇ ଥିଲା। ଉକ୍ତ ସଭାରେ ପଦ୍ମପୁର ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ବିଜୟ ରଞନ ସିଂ ବରିହା, ପାଇକମାଲ ବ୍ଲକ ଅଧ୍ୟକ୍ଷ  ଅଲତାପ ମହମ୍ମଦ,ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ବିଜୟ କେତନ ପ୍ରଧାନ,ପାଇକମାଲ ସରପଞ୍ଚ ଧବଲେଶ୍ୱର ସାହୁ, ହୃଦାନନ୍ଦ ବାରିକ,ରାଜେନ୍ଦ୍ର ରାଉତ,ଜତିନ ହାତୀ ଓ ଅନ୍ୟ ବରିଷ୍ଠ ନେତା ମାନେ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଆଲୋଚନା କରିଥିଲେ।

 

Leave A Reply

Your email address will not be published.