ମୂଳ ଦରମା ସଂଶୋଧନ ପାଇଁ ଆନୋମଲି କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ

୩ ଦଫା ଦାବି ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ନର୍ସିଂ କର୍ମଚାରୀ ସଂଘର ଉଚ୍ଚସ୍ତରୀୟ ବୈଠକ ଭୁବନେଶ୍ୱର(ଶାସକ ପ୍ରଶାସକ)  : ଶୁକ୍ରବାର ଅପରାହ୍ନ ୪.୪୫ ମିନିଟ୍ ସମୟରେ ଲୋକସେବା ଭବନସ୍ଥିତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ୩ ଦଫା ପ୍ରମୁଖ ଦାବି ନେଇ ଦୀର୍ଘଦିନ ଧରି ଅସ୍ଥାୟୀ କର୍ମଚାରୀ…

ସ୍ୱଚ୍ଛ ଭାରତର ସଚ୍ଚା ସିପାହୀ : ନଜର ଆଢୁଆଳରେ ନିରନ୍ତର

ବିନା ପ୍ରଚାରରେ ଦୀର୍ଘ ଦିନ ହେବ କରୁଛନ୍ତି ସଫେଇ ବରଗଡ :-ସ୍ୱଚ୍ଛ ଭାରତ ମିଶନ , ଏକଥା ସତ ଯେ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ସଫେଇ କାର୍ଯକ୍ରମ କରିବା ପାଇଁ ବହୁ ପୂର୍ବରୁ ବିଭିନ୍ନ ସ୍ଥାନରେ ପୂର୍ବରୁ ଦିନ ନିର୍ଦ୍ଧାରଣ କରାଯାଇଥାଏ । କେମେରା , ମିଡିଆ , ପ୍ରଚାର ରେ ଯେପରି କୋଣସି ଅଭାବ…

ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ, ଅର୍ଥ ମନ୍ତ୍ରୀ କଟକ

         ଭଦ୍ରକରେ ରାଜସ୍ୱ ପର୍ଷଦ ସଭ୍ୟ,୮ ଜାଗାରେ ଜିଲ୍ଲାପାଳ କରିବେ ପତାକା ଉତ୍ତୋଳନ  ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତକା ଉତ୍ତୋଳନ କରିବାକୁ ଥବା ବେଳେ ଆଉ ଅନ୍ୟ ଜିଲ୍ଲା…

ବଡ ଧରଣର ଜିଏସଟି ଫାଙ୍କି : ତୀର୍ଥ ଗଲେ ତୀର୍ଥଙ୍କର

ବଲାଙ୍ଗୀର /ନିରୋଜ ମିଶ୍ର : ବଡ ଧରଣର ଜି ଏସ ଟି ଠକେଇ କରି ଜଣେ ବ୍ୟବସାୟୀ ଜେଲ ଯାଇଛନ୍ତି । ହୋଇଥିବା ଠକେଇ କିଛି କମ ନୁହେଁ,  ବାର କୋଟି 84 ଲକ୍ଷ ଟଙ୍କା ର ଠକେଇ କରିଥିବା ଅଭିଯୋଗ ହୋଇଛି ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ । ଏନେଇ ଆଜି ଓଡିଶା ର ବିଭିନ୍ନ ବଣିଜ୍ୟକର ବିଭାଗ ର ଅଧିକାରୀ…

କୁକୁଡାଟାଲରେ ୨ କଲରା ପତରିଆ ବାଘ: କ୍ୟାମେରାରେ କଏଦ ହେଲା ଫଟୋ

 ଲୋକେ ଆତଙ୍କିତ, ବନ ବିଭାଗର ୨୪ ଘଟିଆ ପଏଁତରା ନୂଆପଡ଼ା,(ଅମିତ ପୁରୋହିତ) : ସଦର ବ୍ଲକ ହଲଦୀ ପରେ ଏବେ କୁକୁଡାଟାଲ ନିକଟ ମୁସରଙ୍ଗୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଳରେ ୨ଟି କଲରା ପତରିଆ ବାଘ ଦେଖା ଦେଇଛି । ଗତ କାଳି ସନ୍ଧ୍ୟାରେ ଗାଁର କିଛି ଯୁବକ ଦୁଇଟି କଲରା ପତରିଆ ଦୁଇଟି ବାଘର ଫଟୋକୁ…

ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

ଜି ଉଦୟଗିରି /ଗଗନ ପ୍ରଧାନ: କ ନୂଆଗାଁ ବ୍ଲକ ସଭା ଗୃହରେ 73 ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ bdo ମନୋଜ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଶାନ୍ତି ଶୃଙ୍ଖଳାର ସହ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ    ଆଲୋଚନା ହୋଇଥିଲ l ଏଥି ସହ…

ମେଲଛାମୁଣ୍ଡା ପୁଲିସ ପଂଝାରେ ତିନି ରାଜପଥ ଲୁଟେରା

ମେଲଛାମୁଣ୍ଡା,(ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡା ପୁଲିସ ତିନି ଜଣ ରାଜ ପଥ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି । ଏ ନେଇ ମେଲଛାମୁଣ୍ଡା ପୁଲିସ ଥାନା କେସ ନଂ ୧୦୨/୧୯ ଦଫା ୩୯୪ରେ ରୁଜୁ ହେବା କରି ଅଭିଯୁକ୍ତ ସନିମାଲ ଗ୍ରାମର ପିଂଟୁ ସାହୁ, ସିଧିରା ଗ୍ରାମର ଖୁସିରାମ ପାତ୍ର ଓ ଘେଁସ…

ମେଲଛାମୁଣ୍ଡା ପୁଲିସ ଖାପଚରେ ଜହର ବେପାରୀ

ମେଲଛାମୁଣ୍ଡା(ମନୋଜ ଭୋଇ ) ବର୍ତମାନ ଶିକ୍ଷିତ ଯୁବପିଢି ଦିନ ସାରା ନିଶାରେ ମସଗୁଲ ରହିବାକୁ ଏସକପ ସିରପକୁ ବାଛିନେଇଛନ୍ତି । ସିରଫକୁ ଗ୍ରହଣ କରିବା ଦ୍ୱାରା ପରୋକ୍ଷରେ ନିଜ ଶରୀରକୁ ନଷ୍ଟ କରୁଥିବା ଜାଣି ପାରୁନାହାନ୍ତି । ଯଦ୍ୱାରା ସିରପର ମୂଲ୍ୟ ତିନି ଗୁଣ ବଢିିଯାଇଛି । ନିଶା ବେପାରି ମାନେ…

ଓଡିଶା ଲୋକସେବା ଆୟୋଗ କହିଲେ ” ପ୍ରାର୍ଥୀ ମିଛ କହୁଛନ୍ତି, ମନ୍ଦ ଉଦେଶ୍ୟରେ ଗୁଜବ ସୃଷ୍ଟି କରାଉଛନ୍ତି “

"ମିଛ ଅପପ୍ରଚାର କଲେ ଭବିଷ୍ୟତ ପରୀକ୍ଷା ପାଇଁ ଅନୁମତି ମିଳିବନି" ଭୁବନେଶ୍ୱର : ଓଡିଶା ଲୋକସେବା ଆୟୋଗଙ୍କ ଦୃଷ୍ଟିକୁ ଆସିଛି ଯେ, ଓଡିଶା ସିଭିଲ୍ ସର୍ଭିସ୍-୨୦୧୫ ଏବଂ ସହକାରୀ ଉପବିଭାଗ ଅଧିକାରୀ-୨୦୧୮(ଏ.ଏସ୍.ଓ) ପରୀକ୍ଷାରେ ଅନିୟମିତତା ହୋଇଥିବା ସଂପର୍କରେ କେତେକ ପ୍ରାର୍ଥୀ ଗଣମାଧ୍ୟମ…

ବନ୍ୟା ପ୍ରଭାବିତ ଅଞ୍ଚଳରେ ପରିସ୍ଥିତିର ସୁପରିଚାଳନା ପାଈଁ ଜିଲ୍ଲାପାଳଙ୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ  ଅଞ୍ଚଳରେ  ଗତ ୩ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ବହୁ ଅଞ୍ଚଳରେ ବିଭିନ୍ନ କ୍ଷେତ୍ରରେ ପ୍ରଭାବିତ ହୋଇଛି ।ଏହାକୁ ଦୃଷ୍ଟିରେ ରଖି  ଏହାର ତୁରନ୍ତ ମରାମତି , ଥଇଥାନ , ପୁନଃଉଦ୍ଧାର ଓ ସହାୟତାର ସୁପରିଚାଳନା ପାଇଁ…