ସୁଶାନ୍ତ ହେଲେ ସମ୍ବଲପୁର ଯୋଜନା କମିଟି ର ଅଧ୍ୟକ୍ଷ

ବରଗଡ :- ପଶ୍ଚିମ ଓଡିଶାର ସର୍ବାଧିକ ଲୋକପ୍ରିୟ ଯୁବନେତା , ତଥା ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତଥା ରାଜ୍ୟ ସରକାର ଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କୁ ସମ୍ବଲପୁର ଯୋଜନା କମିଟିର ଅଧ୍ୟକ୍ଷ ଭାବର ମନୋନୀତ କରାଯାଇଛି । ଏହି ଅବସରରେ ସମ୍ବଲପୁର ତଥା ବରଗଡ଼…

ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ନିଯୁକ୍ତ, କେନ୍ଦୁଝର ଜିଲ୍ଲାରେ କୌଣସି ନେତା ଉପରେ ଭରସା ପାଇଲାନି !!!

ଭୁବନେଶ୍ୱର(ଶାସକ ପ୍ରଶାସକ)ରାଜ୍ୟ ସରକାର ଆଜି  ବିଭିନ୍ନ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । କେନ୍ଦୁଝର ଜିଲ୍ଲାର କୌଣସି ବିଧାୟକଙ୍କ ଉପରେ ବୋଧ ହୁଏ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭରସା ପାଇନାହିଁ । ତେଣୁ ଦେବଗଡ଼ ଜିଲ୍ଲା ଯୋଜନା କମିଟି ଦାୟିତ୍ୱରେ ଥିବା ମନ୍ତ୍ରୀ…

କେନ୍ଦ୍ରୀୟ ମନବାଧିକାର ସଂଗଠନ ନୂଆଦିଲ୍ଲୀ ଆନୁକୂଲ୍ୟରେ ରାଜ୍ଯ ସ୍ତରୀୟ ବୈଠକ

କେନ୍ଦ୍ରୀୟ ମନବାଧିକାର ସଂଗଠନ  ନୂଆଦିଲ୍ଲୀ ଆନୁକୂଲ୍ୟରେ ପ୍ରଥମ ରାଜ୍ଯ ସ୍ତରୀୟ ବୈଠକ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଏନଏସି 13 ୱାର୍ଡ ସୁନାପାଙ୍ଗl ଠାରେ  ରାଜ୍ଯ ସଭାପତି କୃଷ୍ଣଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ…

ରାଜେନ୍ଦ୍ର ଢୋଲକିଆ ହେଲେ ନୂଆପଡା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ

ନୂଆପଡା/ପ୍ରିୟବ୍ରତ ପଣ୍ଡା , ରାଜେନ୍ଦ୍ର ଢୋଲକିଆ ହେଲେ ନୂଆପଡା ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ ।ଏହି ଖବର ମିଳିଲା ପରେ ବିଭିନ୍ନ ମହଲରୁ ଅଭିନନ୍ଦନ ର ସୁଅ ଛୁଟୁଛି ।ଶ୍ରୀ ଢୋଲକିଆ ଦ୍ଵିତୀୟ ଥର ପାଇଁ ନୂଆପଡା ବିଧାନସଭା ମଣ୍ଡଳୀ ରୁ ବିଜୟ ହୋଇ ବିଧାୟକ ରୂପେ ଦାଇତ୍ୱ ବହନ କରିଛନ୍ତି ।…

ଜୁନାଗଡ ଠାରେ ଆଦିବାସୀ ଦିବସ ପାଳିତ.

ଜୁନାଗଡ଼ / ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲା ଜୁନାଗଡ଼ ଆରଏମସି ଠାରେ ଜୁନାଗଡ଼ ବ୍ଲକ ଆଦିବାସୀ ସଂଘ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରର ମିଳିତ ଆନୁକୂଲ୍ୟରେ ବିଶ୍ୱ ଆଦିବାସୀ ଦିବସ ପାଳନ ହୋଇଯାଇଛି ।  ଆଦିବାସୀ ସଂଘ ବ୍ଲକ ସଭାପତି ସୁପରସନ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

ଦେବେଶ ଆଚାର୍ଯ୍ୟ ହେଲେ ବରଗଡ଼ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ

ବରଗଡ :- ବରଗଡ ର ଯୁବ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଙ୍କୁ ବରଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବରେ ନିଯୁକ୍ତି ମିଳିଛି । ଯୋଜନା ବୋର୍ଡ ର ଅଧ୍ୟକ୍ଷ ହେବା ପରେ ବରଗଡ଼ ର ବିଭିନ୍ନ ବ୍ୟକ୍ତି ବିଶେଷ ତଥା ସଂଗଠନ ତରଫରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିବା ବେଳେ ବିଧାୟକ ଙ୍କର…

ପୌରପାଳିକା କାମରେ ଖଇଚା କଲେ ଛଡ଼ାଯିବନି ; ବିଧାୟକ

  ଭଦ୍ରକ/ ସତ୍ୟଭୂଷଣ ସ୍ୱାମୀ : ଯାହା ହେଇଯାଇଛି ହେଇଯାଇଛି | ଏଣିକି ଭଦ୍ରକବାସୀଙ୍କୁ ମୌଳିକ ସେବା ଯୋଗାଇଦେବାରେ କୌଣସି ପ୍ରକାର ଖଇଚାକୁ ବରଦାସ୍ତ କରାଯିବନି |ଭଦ୍ରକ ପୌର ସଂସ୍ଥାର ଜରୁରୀ ବୈଠକ ଡକାଇ କାମର ସମୀକ୍ଷା କରିବା ଅବସରରେ ରୋକଠୋକ ଶୁଣାଇ ଦେଇଛନ୍ତି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ…

ପରକୀୟା ପ୍ରୀତି ସନ୍ଦେହ : ସ୍ତ୍ରୀକୁ ହାଣି ଆତ୍ମସମର୍ପଣ କଲା ସ୍ବାମୀ !

ଭଦ୍ରକ(ସତ୍ୟଭୂଷଣ ସ୍ବାମୀ ) : ପରକୀୟାପ୍ରୀତି ସନ୍ଦେହରେ ସ୍ତ୍ରୀକୁ କୁରାଡ଼ିରେ ହାଣି ହତ୍ୟା କଲା ସ୍ବାମୀ । ମୃତକ ହେଉଛନ୍ତି ସସ୍ମିତା ମହାଳିକ । ହତ୍ୟା ପରେ ଅଭିଯୁକ୍ତ ସ୍ବାମୀ ଥାନାରେ ଆତ୍ମସମର୍ପଣ କରିଛି । ଏମିତି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା କୋଠାର କଚେରୀଦାଣ୍ଡ…

ଏଲ୍ଇଡି ଡିସପ୍ଲେ ବୋର୍ଡ କହିବ କଣ ଅଛି ସ୍ବାସ୍ଥ୍ୟସେବା, କରିବ ସଚେତନ

ଲୋକଙ୍କ ନିକଟରେ ପହଚାଂଇବ ଅପ୍ଡେଟ୍ ସୂଚନା ଭୁବନେଶ୍ୱର -(ଶାସକ ପ୍ରଶାସକ) ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜନସଚେତନତା ବୃଦ୍ଧି ତଥା ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ସମସ୍ତ ଅପ୍ଡେଟ୍ ସୂଚନା ଲୋକଙ୍କ ନିକଟରେ ପହଚାଂଇବା ଉଦେଶ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି…