ଶ୍ରୀରଘୁନାଥ ଜିଉଙ୍କ ଝୁଲଣ ଯାତ୍ରା ଆରମ୍ଭ: ପୁତ୍ରଦା ଏକାଦଶୀ ପାଳିତ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର)  : ଶ୍ରାବଣ ଶୁକ୍ଲପକ୍ଷ ପୁତ୍ରଦା ଏକାଦଶୀ ତିଥି ତଥା ଆଜିଠାରୁ ଓଡଗାଁ ଶ୍ରୀରଘୁନାଥ ଜିଉଙ୍କ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ସନ୍ଧ୍ୟାରେ ନୀତିକାନ୍ତି ସହ ଶ୍ରୀଜିଉମାନଙ୍କୁ କର୍ପୁର ଆଳତୀ ଓ ମହାଆଳତୀ ଲାଗି କରାଯିବା ପରେ ଏକାଦଶୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ…

ନୁଆପୋଖରି ଠାରେ ସୁଷମା ସ୍ୱରାଜଙ୍କ ଶ୍ରଦ୍ଧାଞ୍ଜଳି ସଭା

ଜଗତସିଂହପୁର:(ରମେଶ ମହାନ୍ତି)-ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଅମର ଆତ୍ମାର ସଦଗତି କାମନା କରି ସନ୍ଧ୍ୟାରେ ନୁଆପୋଖରି ସ୍ଥିତ ବୋଧେଇ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ବିଷ୍ଣୁ ଚରଣ କାନୁନଗୋଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି…

ବାଇକ ଦୁର୍ଘଟଣାରେ ୨ଗୁରୁତର

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ରବିବାର ପ୍ରାୟ ସନ୍ଧ୍ୟା ୭ଟା ସମୟରେ ଓଡଗାଁ-ବାହାଡାଝୋଲା ରାସ୍ତାର କୈବଲ୍ୟପୁର ଛକ ନିକରେ ଦୁର୍ଘଟଣା ଯୋଗୁଁ ବାଇକ ଚାଳକ ସହିତ ଅନ୍ୟଜଣେ ପଥଚାରୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ବାଇକ ଚାଳକ ଜଣକ ସ୍ଥାନୀୟ ସାକେରୀ ଗ୍ରାମର ଭିକାରୀ ସାହୁ(୫୫) । ତାଙ୍କ…

ଝାଡଖଣ୍ଡର ଦ୍ରୁତ ବିକାଶ ପାଇଁ ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରାଳୟ କାର୍ଯ୍ୟରତ – ଧର୍ମେନ୍ଦ୍ର ପ୍ରଧାନ

 ଝାଡଖଣ୍ଡର ରୋଜଗାର, ଅର୍ଥନୀତି ଓ ମାଆ ଭଉଣୀଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା କରାଯାଉଛି ଝାଡଖଣ୍ଡରେ ୧୦ ହଜାର କୋଟି ଟଙ୍କାର ପୁଂଜି ନିବେଶ ପାଇଁ ପେଟ୍ରୋଲିୟମ ବିଭାଗର ଯୋଜନା ୨୦୩୦ ସୁଦ୍ଧା ଦେଶରେ ୩୦୦ ମିଲିୟନ୍ ମେଟ୍ରିକ୍ ଟନ୍ ଲୁହା ଉତ୍ପାଦନ  କରିବାର…

ଯୁବ ମଙ୍ଗ ଧରିବ କିଏ : ଯଦି ‘କା’, ଯିଏ ହେଲେ ଚଳିବ

 ଷଷ୍ଠକୁ ଆଶା ଥିଲେ କଷ୍ଟ ପଡିବ, ଦରକାର ଟାଣୁଆ ଯୁବ ସଭାପତି ଭୁବନେଶ୍ୱର(ଶାସକ ପ୍ରଶାସକ): ଚତୁ୍ର୍ଥ ପାଳି ଯେମିତି ସେମିତି ଚଳିଗଲା  । ଯାହା ଯେମିତି ଘୋଷଣା ଫୋଷଣା କରି ନିର୍ବାଚନ ଜିତିଗଲେ । ହେଲେ କିଏ ମାନୁ ନମାନୁ ୨୦୧୯ ନିର୍ବାଚନରେ ବିଜେଡିକୁ ନାଗ ରଗଢେଇ ଦେଇଛି ବିଜେପି  ।…

ସଚେତନତା ହିଁ ଅଧିକାର: ଜଷ୍ଟିସ ସୁଶ୍ରୀ ସଂଜୁ ପଣ୍ଡା

"ନ୍ୟାୟିକ ସେବା ସମସ୍ତଙ୍କ ପାଇଁ, ସରକାର ଓ ବିଚାର ବିଭାଗୀୟ ଅଧିକାରୀମାନେ ଏ ସମ୍ପର୍କରେ  ତୃଣମୂଳ ସ୍ତରରେ ବସବାସ କରୁଥିବା ଲୋକଙ୍କ ମନରେ ବିଶ୍ୱାସ ଜାଗ୍ରତ କରିବା ପାଇଁ କାର୍ଯ୍ୟ କରିବାକୁ ପଡିବ" ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ :-ନ୍ୟାୟିକ ସେବାକୁ ଜନସାଧାରଣଙ୍କ ପାଖକୁ ପହଞ୍ଚାଇବା…

ଜୀବନର ଦୋଛକିରେ ସଂଘର୍ଷ କରୁଛନ୍ତି ଅସିତ

ଭେଟି ଆଶ୍ୱାସନା ଦେଲେ ଆଉ ଅଭାବୀ ମା,ବାପାଙ୍କୁ ସହାୟତାର ପ୍ରତିଶୃତି ଦେଲେ କୁସୁମ ସୁନ୍ଦରଗଡ଼:- ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲର ଜରୁରୀକାଳୀନ ବିଭାଗ ୮ନମ୍ବର ବେଡ଼ରେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଅସିତ ପ୍ରସାଦ(୧୮)ଙ୍କୁ ଆଜି ଭେଟିଛନ୍ତି ଜିଲ୍ଲାର ଜଣାଶୁଣା ସମାଜସେବୀ ଶାନ୍ତନୁ…

ପଦ୍ମପୁର : ଆମ୍ବୁଲାନ୍ସ ସେବା ଥାଇ ନଥିଲା ଭଳି

ଆମ୍ବୁଲାନ୍ସ ନ ଆସିବାରୁ ଡାକ୍ତରଖାନା ପରିସରରେ ପ୍ରବଳ ଉତ୍ତେଜନା ପଦ୍ମପୁର/Neelaambar Deep - ଆଜି ଶ୍ରାବଣ ମାସର ଶେଷ ସୋମବାର ଅବସରରେ ବୋଲ ବମ ଭକ୍ତଙ୍କ ସେବା ପାଇଁ ଯାଇଥିବା ପଦ୍ମପୁର ସାହୁ ପଡାର କିଛି ଯୁବକ ନୃସିଂହନାଥ ପୀଠକୁ ଯାଇଥିଲେ । ଏମାନଙ୍କ ଭିତରେ ଥିବା ସୁରେଶ ସାହୁଙ୍କ…

କଦଳୀଗଡ଼ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପାଣ୍ଠି ସଂଗ୍ରହ ଅଭିଯାନର ଶୁଭାରମ୍ଭ

ରେଢ଼ାଖୋଲ / ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ କଦଳୀଗଡ଼ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ନଭେମ୍ବର ୨୦୧୯ ରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯିବାକୁ ସ୍ଥିର ହୋଇଯାଇଛି I ଉକ୍ତ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପାଣ୍ଠି ସଂଗ୍ରହ ଅଭିଯାନ ଶୁଭାରମ୍ଭ ହୋଇଯାଇଛି I…

ବସ ଧକ୍କାରେ ସାଇକେଲ ଆରୋହୀ ମୃତ

ବାରିପଦା/ ଦିଲ୍ଲୀପ ମହାନ୍ତି : ମୟୁରଭଂଜ ଜିଲ୍ଲା ବେତନଟୀ ଥାନା ଜାତୀୟ ରାଜପଥ ର ରାଗଧା ଛକରେ ବସ ଧକ୍କାରେ ସାଇକେଲ ଆରୋହୀ ମୃତ୍ୟୁବରଣ କରିଛନ୍ତି । ମୃତକ ଜଣଙ୍କ ହେଲେ ସୁରେଇଡ଼ିହି ଗ୍ରାମର ବନମାଳୀ ମହାନ୍ତ। ବନମାଳୀ ନିଜର କୌଣସି ଏକ କାର୍ଯ୍ୟ ପାଇଁ ରାଗଧା ଛକ କୁ ଯାଉଥିବା ସମୟରେ ଏକ…