ମଥୁରା ନଗରୀରେ ନିଷ୍ଠା ପରିବାର ପକ୍ଷରୁ ରକ୍ତଦାନ ଶିବିର
ଅଚାନକ ମନ୍ତ୍ରୀ ସୁଶାନ୍ତ ପହଂଚି ରକ୍ତଦାତାଙ୍କୁ କଲେ ପ୍ରୋତ୍ସାହିତ
ବରଗଡ :- ବରଗଡ଼ ସହର ବର୍ତ୍ତମାନ ମଥୁରା ନଗରୀ । ବର୍ତ୍ତମାନ ମଥୁରାରେ ଚାଲିଛି ବିଶ୍ୱ ବିଜୟୀ ପ୍ରବଳ ପ୍ରତାପୀ ମହାରାଜ କଂସଙ୍କର ଶାସନ । ଧନୁଯାତ୍ରା ଅବସରରେ କେତେ କଣ ରାଜକୀୟ ଆୟୋଜନ , ବିଭିନ୍ନ ପ୍ରକାର ଷ୍ଟଲ…