କିଆକଟାରେ ଭାରତ ବନ୍ଦର ପ୍ରଭାବ

0 1

(ଆଠମଲ୍ଲିକ/ସନ୍ତୋଷମେହେର): ଆଠମଲ୍ଲିକ ବ୍ଲକ କିଆକଟା ଅଂଚଳରେରେ ଭାରତ ବନ୍ଦର  ପ୍ରଭାବ ପଡ଼ିଥିବାର ଦେଖିବାକୁ ମିଳିଛି। ବ୍ୟାଙ୍କ ସେବା, ସହିତ ସମସ୍ତ  ପ୍ରକାର ଅଫିସ, ଦୋକାନ ବଜାର, ପେଟ୍ରୋଲ ପମ୍ପ, ଯାତ୍ରୀବାହୀ ଗାଡିମଟର ଆଦି ବନ୍ଦ ରହିଥିଲା  ।  ଶିକ୍ଷାନୁଷ୍ଠାନ ଗୁଡିକ କାଲିଠାରୁ ଛୁଟି ଘୋଷଣା କରିଥିବା ବେଳେ ଆଉ କିଛି ବିଦ୍ୟାଳୟରେ  ଉପରିସ୍ଥ ଅଧିକାରୀଙ୍କଠାରୁ ଆଜି ଖବର ପାଇ ବନ୍ଦ କରିଥିବାର ଦେଖିବାକୁ ମିଳିଛି। ମୋଟାମୋଟି ଭାବେ ବନ୍ଦ ଶାନ୍ତିପୂର୍ଣ ଓ ସଫଳ ରହିଥିବା ଜଣାପଡିଛି |

Leave A Reply

Your email address will not be published.