ଭୁଜାଲିରେ ଆକ୍ରମଣ କରି ଚାଷୀଙ୍କ ଛ ଲକ୍ଷ ଟଙ୍କା ଲୁଟ 

ଜୁନାଗଡ/ ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଦୂନନ୍ଦେଲ ମାଳ ପଞ୍ଚାୟତର ଚାଷୀ କ୍ଷିତ ନାଇକ ଏବଂ  ତାଙ୍କ ପୁଅ ବଳଭଦ୍ର ନାଇକ ଏକ ଗ୍ଲାମର ବାଇକ ଯୋଗେ ଭବାନୀ ପାଟନା ଏଚ୍ଡିଫସି  ବ୍ୟାଙ୍କରୁ  କପା ବିକି ଥିବା ଛ ଲକ୍ଷ ଟଙ୍କା ନେଇ ତାଙ୍କ ଗାଁ ବୋର ଗୁଡାକୁ ଫେରୁଥିବା ବେଳେ…

ଗଜପତି ଜିଲ୍ଲାରେ ଦ୍ଵତୀୟ ପର୍ଯ୍ୟାୟ  “ସ୍ୱତନ୍ତ ସଶକ୍ତ ମିଶନ-ଇନ୍ଦ୍ରଧନୁଷ୍-୨.୦” ଟୀକାକରଣ କାର୍ଯ୍ୟକ୍ରମ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଆଦିବାସୀ ବହୁଳ ଗଜପତି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରାୟୋଜିତ କାର୍ଯ୍ୟକ୍ରମ  ଦ୍ଵିତୀୟ ପର୍ଯ୍ୟାୟ  ସ୍ବତନ୍ତ ଟୀକାକରଣ କାର୍ଯ୍ୟକ୍ରମ "ସଶକ୍ତ ମିଶନ ଇନ୍ଦ୍ରଧନୁଷ୍-୨.୦ କାର୍ଯ୍ୟକ୍ରମ…

୧୭,୮୩୩ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ , ସୃଷ୍ଟି ହେବ ୬,୫୩୯ ନିଯୁକ୍ତି ସୁଯୋଗ 

ଭୁବନେଶ୍ୱର (ଶାସକ ପ୍ରଶାସକ)  ରାଜ୍ୟରେ ଆଉ ତିନୋଟି ପ୍ରକଳ୍ପରେ ୧୭,୮୩୩ କୋଟି ତାଙ୍କ ପୁଞ୍ଜିନିବେଶ ପ୍ରସ୍ତାବକୁ ଆଜି ଲୋକ ସେବା ଭବନଠାରେ ଅନୁଷ୍ଠିତ ୨୧ତମ ଉଚ୍ଚ କ୍ଷମତା ସମ୍ପନ୍ନ ମଞ୍ଜୁରୀ କମିଟି ବୈଠକରେ ଅନୁମୋଦନ ମିଳିଛି | ଏହି ତିନୋଟି ପ୍ରକଳ୍ପ କାର୍ୟକାରି ହେଲେ ଓଡିଶାରେ ୬୫୩୯…

କେନ୍ଦ୍ରୀୟ ବଜେଟ-2020 ଲାଗି ଦେଶବାସୀଙ୍କ ମତାମତ ଲୋଡ଼ିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ରୀୟ ବଜେଟ-2020 ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ମତାମତ ଓ ପରାମର୍ଶ ଲୋଡ଼ିଛନ୍ତି । ମାଇଁ ଗଭ ପୋର୍ଟାଲ ଜରିଆରେ ନିଜ ମତାମତ ରଖିବା ପାଇଁ ସେ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “କେନ୍ଦ୍ରୀୟ ବଜେଟ୍ 130 କୋଟି…

ନୃସିଂହ ଚତୁର୍ଦ୍ଦଶୀ ଓ ପୌଷ ପୂର୍ଣ୍ଣିମା କୁ ସରକାରୀ ଛୁଟି ଘୋଷଣା

ବରଗଡ :- ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ପର୍ଵ ପୌଷ ପୂର୍ଣ୍ଣିମା ।ଆସନ୍ତା 10 ତାରିଖ ଏହା ପୁରା ପଶ୍ଚିମ ଓଡ଼ିଶାରେ ପାଳନ କରାଯିବ । ଏହି ଉପଲକ୍ଷେ ସମ୍ବଲପୁର ରାଜସ୍ଵ କମିଶନ ଏହି ଦିନଟିକୁ ବରଗଡ ସବ୍ଡିବିଜନ ପାଇଁ ଆଞ୍ଚଳିକ ଛୁଟି ଭାବରେ ଘୋଷଣା କରିଛନ୍ତି ।   ସେହିଭଳି ଆସନ୍ତା ମେ ମାସ…

ପାଞ୍ଚ ଲକ୍ଷ ଟଙ୍କାର ବିଲ ପାଇଁ ୩୦୦୦୦ ଟଙ୍କା ଲାଞ୍ଚ, ମାନେ ପୁରା ୬ ପରସେଣ୍ଟ 

୩୦ହଜାର ଲାଞ୍ଚ ନେଇ ଡାଟା ଅପରେଟର ଭିଜିଲାନ୍ସ ହାତରେ ଗିରଫ ! ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) : ଦୁର୍ନୀତିରେ ଉବୁଟୁବୁ ଭଦ୍ରକ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ରେଡ କରିଥିଲା  ଭଦ୍ରକ ଭିଜିଲାନସ ବିଭାଗ | । ଖାପଚରେ ପଡ଼ିଥିଲେ ଡାଟା ଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା | ବିଲ କରିବା ପାଇଁ…

କାର୍ଯରତ ବୃଦ୍ଧା ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ

ବରଗଡ :- ବରଗଡ ଜିଲ୍ଲାର ପାଇକମାଲ ବ୍ଲକ ନିକଟସ୍ଥ ଲାଉଡ଼ମାଲ ଗ୍ରାମରେ ଥିବା ମହାମାୟା ସ୍କୁଲରେ ନିର୍ମାଣ କାମ କରୁଥିବା ଜଣେ ଜାନକୀ ବିଶ୍ୱାଳ (61) ନାମକ ବୃଦ୍ଧା ଙ୍କର କାମ କରୁଥିବା ସମୟରେ ଦୁର୍ଘଟଣା ରେ ମୃତ୍ୟୁ ହେଇଯାଇଛି । ଦୁର୍ଘଟଣା ର ଶିକାର ହେବା ପରେ ତାଙ୍କୁ ପାଇକମାଲ ଡାକ୍ତରଖାନା…

ଆଡ ଆଖିରେ ପ୍ରଶାସନ ଚାହିଁଦେଲେ ଘୁଞ୍ଚିଯାଆନ୍ତା ହଂସ ପରିବାରର ଦୁଃଖ  

ସିନାପାଲି/ ନିରାକାର ମେହେର : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଅସହାୟ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବାସଗୃହ, ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା ପ୍ରଦାନ କରୁଥିଲେ ମଧ୍ୟ ଏହି ଯୋଜନାରୁ ସୁଫଳରୁ ବଂଚିତ…

କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ଶୀତ ମହୋତ୍ସବ ଉଦଘାଟିତ.

ଜୁନାଗଡ/ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା ର ସର୍ବ ପୁରାତନ ସହର ଜୁନାଗଡ଼  ହାଇସ୍କୁଲ୍ ଖେଳ ପଡିଆସ୍ଥିତ ଲଙ୍କେଶ୍ଵରୀ ମଞ୍ଚରେ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ଲଲିତ କଳା ଏକାଡେମି ଭୁବନେଶ୍ଵର ଓ କଳାହାଣ୍ଡି ଜିଲ୍ଲା ପ୍ରାସlଶନ ଏବଂ  ଜିଲ୍ଲା ସଂସ୍କୃତି ପରିଷଦର ମିଳିତ…

 “ଜୀବନରେ ମାରିଦେଲେ ଜମି ମାଫିଆ”  

ବାରିପଦା(ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ମିଣ୍ଟୁ ତରେଇ ନାମକ ଜଣେ ୩୨ ବର୍ଷୀୟ ଯୁବକକୁ ଜାନୁଆରୀ ୮ ବୁଧବାର ରାତିରେ କୌଣସି ଦୁର୍ବୁତ୍ତ ହତ୍ୟା କରଇଥିବା ଘଟଣାର ପ୍ରତିବାଦରେ ଆଜି ରାଜରାସ୍ତାକୁ ଉହ୍ଲାଇ ଆସିଛନ୍ତି ସ୍ଥାନୀୟ…