ଡାଡୁମାହା ଘାଟି ତଳକୁ ଖସିଲା ବସ, 30ରୁ ଉର୍ଧ୍ବ ଆହତ
କନ୍ଧମାଳ : କନ୍ଧମାଳ କୋଟଗଡ଼ ଥାନା ଡାଡୁମାହା ଘାଟି ତଳକୁ ଏକ ବସ୍ ଖସିଯାଇଛି । ୨୫ ଫୁଟ୍ ତଳକୁ ବସଟି ଖସିଯାଇ ସେଥିରେ ଯାଉଥିବା ୩୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ କୋଟଗଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ବସଟି କୋଟଗଡ଼ରୁ ଶ୍ରୀରାମପୁର ଯାଉଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି ।…