ବିନିତ ଅଗ୍ରୱାଲ ନୂଆପଡ଼ା ନୂତନ ଏସପି

ନୂଆପଡ଼ା(ଅମିତ ପୁରୋହିତ) : ରାଜ୍ୟ ସରକାରଙ୍କ ଗୃହ ବିଭାଗର ନିର୍ଦ୍ଦେଶ କ୍ରମେ ନୂଆପଡ଼ା ଜିଲ୍ଲା ନୂତନ ଆରକ୍ଷୀ ଅଧିକ୍ଷକ(ଏସପି) ଭାବେ ବିନିତ ଅଗ୍ରୱାଲ ନିଯୁକ୍ତ ହୋଇଛନ୍ତି । ସେ କନ୍ଧମାଲ ଜିଲ୍ଲା ବାଲିଗୁଡା ଏସଡ଼ିପିଓ  ଭାବେ କାର୍ଯ୍ୟରତ ଅଛନ୍ତି । ୨୦୧୫ ରେ ଭାରତୀୟ ପୁଲିସ ସେବା(ଆଇପିଏସ)…

“ଭଞ୍ଜମାଟିର ଯୁବପିଢ଼ୀମାନଙ୍କ ନିମନ୍ତେ ବିତନୁ ଏକ ଆଦର୍ଶ”

ବାରିପଦା(ଦିଲ୍ଲୀପ ମହାନ୍ତି )- ଭଞ୍ଜମାଟିର ଯୁବପିଢ଼ୀମାନଙ୍କ ନିମନ୍ତେ ବିତନୁ ନାୟକ ଏକ ଆଦର୍ଶ ହୋଇ ରହିବେ ବୋଲି ସ୍ଥାନୀୟ ରୋଟାରୀ କ୍ଲବ ସଭାଗୃହରେ ମୟୂରଭଞ୍ଜ ପୁସ୍ତକ ମେଳାର ସଭାପତି ପଦ୍ମନାଭ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ମୟୂରଭଞ୍ଜର ସଂଗ୍ରାମୀ ଯୁବକ ତଥା ଭଞ୍ଜଦୂତ ପତ୍ରିକାର ପୂର୍ବତନ…

ଜିଲ୍ଲାସ୍ତରୀୟ ସ୍କାଉଟ ମାଷ୍ଟର,  ଗାଇଡ଼ କ୍ୟାପଟେନ ଓ ଜୁନିୟର ରେଡ଼କ୍ରସ କାଉନସିଲର ବାର୍ଷିକ ସମ୍ମିଳନୀ

 ବାରିପଦା(ଦିଲ୍ଲୀପ ମହାନ୍ତି )- ଅଗଷ୍ଟ ୨୦ ସୋମବାର ବାରିପଦାସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ସ୍କାଉଟ ମାଷ୍ଟର,  ଗାଇଡ଼ କ୍ୟାପଟେନ ଓ ଜୁନିୟର ରେଡ଼କ୍ରସ କାଉନସିଲର ବାର୍ଷିକ ସମ୍ମିଳନୀ ୨୦୧୯-୨୦ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ…

କେଡେ ଦାୟିତ୍ବହୀନ ସ୍ୱାସ୍ଥ୍ୟ ବିଭାଗ : ପିଲାଙ୍କୁ ଦିଆଗଲା ଏକ୍ସପାଇରୀ ଔଷଧ  

ଓଲଟା ଗାଲୁଆମୀ " ଏକ୍ସପାରୀ ତାରିଖ ଯିବାର ମାସେ ପର୍ଯ୍ୟନ୍ତ ବି ଖାଇ ହେବ" ବଲାଙ୍ଗିର( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ୍‌ ଅଞ୍ଚଳରେ ଏକ୍ସପାରୀ କୃମି ଔଷଧ ବଣ୍ଟାଯାଇଥିବା ଅଭିଯୋଗ ହୋଇଛି। ଗତ ଦୁଇରୁ ତିନି ଦିନ ଧରି ଜିଲ୍ଲାର ବିଭିନ୍ନ…

ଅଟୋ ଚାଳକଙ୍କୁ ଆକ୍ରମଣ ,୫ ଗିରଫ

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  ରେଢ଼ାଖୋଲ ବ୍ଲକ ର ଜଣେ ଅଟୋ ଚାଳକ ଙ୍କୁ ମଦ ବୋତଲ ରେ ମୁଣ୍ତ ରେ ପିଟି ଆକ୍ରମଣ କରିଥିବା ଅଭିଯୋଗରେ ରେଢ଼ାଖୋଲ ପୋଲିସ୍ ୫ଜଣଙ୍କୁ ଗିରଫ କରିଛି I ସେମାନେ ହେଲେ ,ଅନୁଗୋଳ ଜିଲ୍ଲା ଆଠମଲ୍ଲିକ କିଆକଟା ଥାନା ଭଣ୍ଡାରିମୁଣ୍ଡା ଗ୍ରାମର…

ଓଡିଶାକୁ କେନ୍ଦ୍ର ସରକାରଙ୍କ ଅତିରିକ୍ତ ୩୩୩୮କୋଟି ‘ଫୋନୀ’ ସହାୟତା : ଓଡିଶାବାସୀଙ୍କ ପାଇଁ ମୋଦି ସରକାରଙ୍କ…

 ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଲେ  ଓଡିଶାର ଲୋକମାନଙ୍କ ପାଇଁ ରିଲିଫ୍ ଓ ପୁନଃ ଥଇଥାନ କାମକୁ ତ୍ୱରାନ୍ୱିତ କରିବ  ‘ରାଜ୍ୟ ସରକାରଙ୍କୁ ୩୪୦ କୋଟି ଟଙ୍କାର ଅଗ୍ରୀମ ରାଶି ପ୍ରଦାନ କରାଯାଇଥିଲା  ୬ ମଇ ପ୍ରଧାନମନ୍ତ୍ରୀ ମୋଦି ‘ଫୋନି’ ପ୍ରଭାବିତ…

ସ୍କୁଲର ଅବସ୍ଥା ସାଙ୍ଘାତିକ ,ଗେଟରେ  ତାଲା ପକାଇଲେ ଅଭିଭାବକ

ଖବର ପାଇ ପହଁଚିଲେ ପାଇକମାଳ ବିଡ଼ିଓ, ନେଲେ "ଅନ ଦି ସ୍ପଟ ଡିସିସନ" ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକର ଗଞ୍ଜାଡାବର ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଅବିଭାବକ ଓ ଗ୍ରାମବାସୀମାନେ  ସ୍କୁଲ ଗେଟରେ ତାଲା ପକାଇବା ସହିତ ଛୁଆ ମାନଙ୍କୁ ଧରି ଗେଟ ସାମନାରେ ଧାରଣାରେ ବସିଥିଲେ।…

ରୋଗୀଣା ବୋଲି ହଷ୍ଟେଲରୁ ତଡ଼ା ଖାଇଲେ ଦଶମ ଶ୍ରେଣୀ ଛାତ୍ରୀ !!

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ,ଭଉଣୀର ଚିକିତ୍ସା ପାଇଁ ଦାଦନ ଯାଇଛି ଭାଇ   ଘୁ. ଉଦୟଗିରି/ ଗଗନ କୁମାର ପ୍ରଧାନ : ଜାତି ଓ ଜନଜାତି ଛାତ୍ରୀ ନିବାସମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ଶିକ୍ଷାଦାନ କରିବା, ସେବାଶ୍ରମ ରହି ପାଠ ପଢିବା  ଖାଇବl ସହ ରୋଗରେ ଆକ୍ରାନ୍ତ ହୋଇଲେ…

ତାତିଲେ ମହିଳା, ଦଲକି ଦୁଲୁକିଲା 

ନିଶାମୁକ୍ତି ଅଭିଯାନରେ ରାଜରାସ୍ତାକୁ ଓହ୍ଲାଇଲେ ଠାକୁରାଣୀ-ଦଲକି ଗ୍ରାମର ମହିଳା ବଡ଼ବିଲ (ଶାସକ ପ୍ରଶାସକ) :ବଡ଼ବିଲ ମ୍ୟୁନିସିପାଲିଟି ଅନ୍ତର୍ଗତ ଠାକୁରାଣୀ ଓ ଦଲକି ଗ୍ରାମର ମହିଳାମାନେ ଏକାଠି ହୋଇ ନିଶାମୁକ୍ତି ନିମନ୍ତେ ଅଭିଯାନ ଆରମ୍ଭ କରିଛନ୍ତି। ଆଜି ଶତାଧିକ ମହିଳା ନିଶାମୁକ୍ତି…