ଉଦୟନାଥ ଫର୍ଣିଚର୍ସ ମାସିକ ଯୋଜନା ତୃତୀୟ ଲକିଡ୍ର ଉଠାଣ

0

ପଦ୍ମପୁର:ପଦ୍ମପୁର ସହର କପସିଲା ରୋଡ ସ୍ଥିତ ଉଦୟନାଥ ଫର୍ଣିଚର୍ସ ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନା ତୃତୀୟ ଆରମ୍ଭ ହେଇଥିବା  ମାସିକ କିସ୍ତି ଯୋଜନା ତୃତୀୟ ଲକିଡ୍ର ଉଠାଣ ହୋଇଯାଇଛି। ତୃତୀୟ ଲକିଡ୍ର ର ବିଜେତା ହୋଇଛନ୍ତି ପଦ୍ମପୁର ଝାଙ୍କର ପଡା ବାବଲୁ ମଟାରୀ । ବିଜେତାଙ୍କୁ ରୋହିତ କୁମାର ପଟ୍ଟନାୟକ ଉପହାର ପ୍ରଦାନ କରିଥିଲେ। ଏହି ଉଠାଣ କାର୍ଯ୍ୟକ୍ରମ ରେ ମକର ଧ୍ବଜ ପଟେଲ, ନରେଶ ସାହୁ, ପୁରନ୍ଦର ସାହୁ, ବୈକୁଣ୍ଠ ସାହୁ, ତାପସ ମହାନ୍ତି ଓ ଯୋଜନାର ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ।

Leave A Reply

Your email address will not be published.