ଓଏଏସ୍ ପାଇଥିବା ଅର୍ଜୁନ ମାଝୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ
ପଦ୍ମପୁର(ଶାସକ ପ୍ରଶାସକ): ଜାନୁଆରୀ ରେ ପ୍ରକାଶ ପାଇଥିବା ଓଡିଶା ପ୍ରଶାସନିକ ସେବା ର ଫଳାଫଳ ରେ ୧୧୪ ନମ୍ବର ରେଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ପଦ୍ମପୁର ବ୍କକ ବରିହାପାଲି ଗ୍ରାମର ଅର୍ଜୁନ ମାଝୀଙ୍କୁ ନେଇ ଅଞ୍ଚଳରେ ବହୁ ଖୁସି ଏବଂ ଗର୍ବର ମହୋଲ ରହିଛି। ପଦ୍ମପୁର ପୂର୍ବତନ ବିଧାୟକ ତଥା…