ବୋଡାସମ୍ବର କପ କ୍ରିକେଟ: ଶିକ୍ଷକ ଏକାଦଶ ବିଜୟୀ

ୟୁନିୟନ ସ୍ପୋଟିଙ୍ଗ କଟକ-ୟୁଥ କ୍ରିକେଟ କ୍କବ ରାଉରକେଲା ମଧ୍ୟରେ କାଲି  ଅଂତିମ ଲଢେଇ  ପଦ୍ମପୁର(ଶାସକ ପ୍ରଶାସକ) : ବୋଡାସମ୍ବର ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ପଦ୍ମପୁର ରାଜ ବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ଚାଲିଥିବା ୨୬ତମ ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ୍  ପ୍ରତିଯୋଗିତା ଶନିବାର…

ପଞ୍ଚାୟତ ସମିତି ମହାବିଦ୍ୟାଳୟର ବାର୍ଷିକ ଉତ୍ସବ 

ଗାଇସିଲେଟ/କେଦାର ନାଥ ସାହୁ:ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକର ସ୍ଥାନୀୟ ପଞ୍ଚାୟତ ସମିତି ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଗାଇସିଲେଟ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମାଁ ସରସ୍ବତୀଙ୍କ ଫଟୋ ଚିତ୍ରରେ ପୂଜାର୍ଚନା ପୂର୍ବକ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଶାନ୍ତ…

ରାସ୍ତା ପାର୍ଶ୍ୱ ଚାରାଗଛ ଉପୁଡ଼ାକୁ କେନ୍ଦ୍ର କରି ବନ କର୍ମଚାରୀଙ୍କୁ ଆକ୍ରମଣ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବନାଂଚଳ ବାହାଡ଼ାଝୋଲା ବନପାଳଙ୍କ ଅଧିନସ୍ଥ ଆମ୍ବପଡ଼ା ବିଟ୍ ହାଉସର କାର୍ଯ୍ୟରତ ଭାରପ୍ରାପ୍ତ ବନପାଳଙ୍କୁ ରାସ୍ତାପାଶ୍ୱର୍ସ୍ଥ ଚାରାଗଛ ଉପୁଡ଼ାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି । ବାହାଡ଼ାଝୋଲା ମହିପୁର ପିଡବ୍ଲୁଡି…

ଗଡ଼ିଲା ପାଣି ପଞ୍ଚାୟତ ସଚେତନତା ରଥ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଜିକା ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଏକ ସଚେତନତା ରଥର  ଶୁଭାରମ୍ଭ ହୋଇଛିଯାଇଛି।    ଏହି ରଥକୁ ଜିଲ୍ଲାପାଳ ଅନୁପମ ସାହା ସବୁଜ ପତକା ଦେଖାଇ ଉଦ୍ ଘାଟନ କରିଥିଲେ।   ଏହି ରଥ ଆସନ୍ତା ୩୦ ତାରିଖ…

ବାରିପଦା ସହର ନିକଟସ୍ଥ ସ୍ପିନିଂମିଲ୍ ଜଙ୍ଗଲରେ ଦନ୍ତାହାତୀ ।

ବାରିପଦା,(Dillip Mohanty):  ଜାନୁଆରୀ ୧୭  ଅପରାହ୍ନ ୩ଟା ସମୟରେ ବାରିପଦା ସହରର ଉପକଣ୍ଠ ୧୮  ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ କାଠପାଳ  ସ୍ପିନିଂମିଲ୍ ନିକଟରେ ଥିବା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକ ଦନ୍ତାହାତୀ ବୁଲୁଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ହାତୀଟି ବାରିପଦା ଦେଇ…

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପର ଚର୍ଚ୍ଚା’ରେ ଭାଗ ନେବେ ରାଇରଙ୍ଗପୁର କେଭି ଛାତ୍ର ସ୍ଵସ୍ତିକ 

ବାରିପଦା (ଦିଲ୍ଲୀପ ମହାନ୍ତି)--ନୟା ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ୨୦-ଜାନୁଆରୀ୨୦୨୦ ରେ ରାଷ୍ଟ୍ରୀୟ ସ୍ତରୀୟ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ'ପରୀକ୍ଷା ପର ଚର୍ଚ୍ଚା'ରେ ସାରା ଭାରତର ୨୨,୦୦୦ ହଜାର ଛାତ୍ରଛାତ୍ରୀ ଚୟନ ହୋଇଥିବା ବେଳେ ଓଡ଼ିଶାରୁ ୨୨ ଜଣ ଛାତ୍ରଛାତ୍ରୀ…

ଜେଇଇ ମେନ ପରୀକ୍ଷା ଫଳ : ସୌରଭ ସୌମ୍ୟକାନ୍ତ ଓଡିଶାରୁ  ଟପ 

ଭୁବନେଶ୍ୱର : ମାନବ ସମ୍ବଳ ମନ୍ତ୍ରଣାଳୟର ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି  ଦ୍ୱାରା ପ୍ରକାଶିତ ହୋଇଛି ଜେଇଇ ମେନ  ପରୀକ୍ଷା ଫଳ | ଓଡିଶାରୁ ସୌରଭ ସୌମ୍ୟକାନ୍ତ ଦାସ  ୯୯.୯୯% ମାର୍କ ରଖି ଓଡିଶାରୁ ଟପର ହୋଇଛନ୍ତି | ଫଳାଫଳ ଅନୁଯାୟୀ ଶ୍ରୀ ଦାସ ୯୯.୯୯% ରଖିଥିବା ବେଳେ ମାତ୍ର ୯ ଜଣ ୧୦୦%…

ଓଏଏସ ଯୋଗ୍ୟତା ହାସଲ କଲେ ନନ୍ଦିଘୋରର ରଶ୍ମିରଞ୍ଜନ 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ନୟାଗଡ ଜିଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ନନ୍ଦିଘୋର ଗ୍ରାମର ରଶ୍ମୀରଞ୍ଜନ ସେନାପତି ଓଡ଼ିଶା ପ୍ରଶାସନିକ ସେବା ପାଇଁ ଯୋଗ୍ୟ ବିବେଚିତ ହେବା ପରେ ସ୍ଥାନୀୟ ଅଂଚଳରେ ଖୁସିର ଲହରି ଖେଳି ଯାଇଛି । କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ପ୍ରକାଶ ପାଇଥିବା ଓଏଏସ ତାଲିକାର…

ଗାଦି ସମ୍ଭାଳିଲେ ସମୀର : “ମୋଦିଙ୍କ ଅର୍ଥର କାଣିଚାଏ ବି ଶାସକ ଦଳର ପଶାପାଲିରେ ଫସିଲେ ଆମେ ଜନ ସଂଘର୍ଷ…

ସାମୁହିକ ନେତୃତ୍ୱ, ଜନ ବିଶ୍ୱାସ, କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ଆଧାର ହେବ ଦଳର ମୁଳମନ୍ତ୍ର :ସମୀର ମହାନ୍ତି  ଓଡିଶାକୁ ଭାରତବର୍ଷରେ ୧ ନମ୍ବର ରାଜ୍ୟ କରିବାକୁ ପଡିବ : ଧର୍ମେନ୍ଦ୍ର ପ୍ରଧାନ  ଓଡିଶାରେ ସରକାର ନହେବା ପର୍ଯ୍ୟନ୍ତ ଆମକୁ କଠିନ ପରିଶ୍ରମ କରିବାକୁ ପଡିବ :…

କୃଷକର ଆୟ ବହୁ ଗୁଣିତ କରିବା ଲକ୍ଷ୍ୟରେ ପାଣି ପଂଚାୟତମାନେ କାର୍ଯ୍ୟକରନ୍ତୁ : ଓ଼ଏଲଆଇସି ଅଧ୍ୟକ୍ଷ ଶ୍ରୀ ପତ୍ରୀ

ଭୁବନେଶ୍ୱର(ଶାସକ ପ୍ରଶାସକ):ଆମ ରାଜ୍ୟ ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ । ଚାଷୀ ଓ ଚାଷର ଉନ୍ନତିକୁ ଆମର ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେଉଛନ୍ତି । କୃଷି ଓ କୃଷକଙ୍କ ହିତକୁ ଦୃଷ୍ଟିରେ ରଖି ୨୦୦୨ ମସିହା ପାଣି ପଂଚାୟତ ଆଇନ୍, ୨୦୦୩  ଏବଂ ୨୦୦୮ରେ ଏଥି ସଂପର୍କିତ ପ୍ରଣୀତ ନିୟମାବଳୀ ଅନୁସାରେ…