ପ୍ରେସ ୟୁନିୟନ ରାୟଗଡର ୪ର୍ଥ ପ୍ରତିଷ୍ଠା ଦିବସ ପାଳନ 

ରାୟଗଡ(ସରୋଜ ସାହୁ) :  ପ୍ରେସ ୟୁନିୟନ ରାୟଗଡର ୪ର୍ଥ ପ୍ରତିଷ୍ଠା ଦିବସ ଦିବସ ଜାନୁୟାରୀ ୨୧ ତାରିଖ ମଙ୍ଗଳବାର ଦିନ ପାଳନ କରାଯାଇଛି । ପ୍ରଥମେ ୟୁନିୟନର ସଭାପତି ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ୱରେ ୟୁନିୟନର ସଭ୍ୟ ମାନେ  ସ୍ଥାନୀୟ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ଫଳ ଓ  ମିଷ୍ଟାନ୍ନ ବଣ୍ଟନ…

ଦ୍ବିତୀୟ ଶିବଶଙ୍କର ମେମୋରିଆଲ ବ୍ୟାଡ଼ମିନଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ।

ପଦ୍ମପୁର: ଶିବ ଶଙ୍କର ଇନଡୋର ଷ୍ଟେଡିୟମରେ ଦ୍ବିତୀୟ ରାଷ୍ଟ୍ରୀୟ  ବ୍ୟାଡମିଣ୍ଟନ  ଟୁର୍ଣ୍ଣାମେଣ୍ଟ  ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ମୋଟ ୪୦ ଜଣ ଖେଳାଳି ଯୋଗ ଦେଇଥିଲେ।  ବହୁ ସଂଖ୍ୟାରେ ଦର୍ଶକ ଯୋଗ ଦେଇ ଏହି ଖେଳର ମଜାକୁ ଉପଭୋଗ କରିଥିଲେ। ଏହି…

ମା ସମଲେଶ୍ୱରୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ 

   ମା ସମଲେଶ୍ୱରୀଙ୍କ ମନ୍ଦିରର ବିକାଶ ସହ ହୀରାକୁଦ ହେବ ଆନ୍ତର୍ଜାତୀୟ ପର୍ଯ୍ୟଟନ କେନ୍ଦ୍ର  ସମ୍ବଲପୁର : ବରଗଡ଼ ଓ ସମ୍ବଲପୁର ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ସମ୍ବଲପୁରଠାରେ ମା ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି | ସେଠାରେ ପୂଜାର୍ଚନା କରିବା ସହ ମାଙ୍କ ମନ୍ଦିରର…

ଦୁଇ ଟ୍ରକ ମୁହାଁମୁହିଁ : ଦୁଇ ଡ୍ରାଇଭର ମୃତ

ବୌଦ୍ଧ /ଶାସକ ପ୍ରଶାସକ : ବୌଦ୍ଧ ଜାତୀୟ ରାଜପଥ 57ର ଗୁଦୁଗୁଦା ନିକଟରେ ବିଳମ୍ବିତ ରାତ୍ରିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରକ୍‌ ମୁହାଁମୁହିଁ ହୋଇଛନ୍ତି। ଏହି ଦୁର୍ଘଟଣାରେ ଦୁଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ହେଲପର ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା…

ଗୋଆରେ ଓଡ଼ିଆ ନାବାଳିକାଙ୍କୁ ନିର୍ଯାତନା :  ଉଦ୍ଧାର କଲେ ଆଶା ଚାଇଲ୍ଡ ଲାଇନ

ରେଢାଖୋଲ ଉପଖଣ୍ତ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ପଶ୍ଚିମ ଓଡିଶାରେ ଦିନକୁ ଦିନ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢିବାରେ ଲାଗିଛି I ହେଲେ ଏଥିରେ ଦାଦନ ଦଲାଲ ମାମଲା ହେଉଥିବା ବେଳେ ଦାଦନ ଶ୍ରମିକଙ୍କ ସୁଦୂର ରାଜ୍ୟମାନଙ୍କର ନିର୍ଯ୍ୟାତନା ବଢିବା ସହିତ ମ୍ରୁତ୍ୟୁ ସଂଖ୍ୟା କ୍ରମଶଃ ବଢି…

ଅବାର ସିଂ ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ରା.ଉଦୟଗିରି ବ୍ଳକର ଅବାର ସିଂ ଗ୍ରାମ ପଞ୍ଚାୟତ ଠାରେ ସୋମବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ…

ଗ୍ରାମୀଣ ଅଞ୍ଚଳରେ ଶିକ୍ଷାର ଅଭିନବ କାର୍ଯ୍ୟକ୍ରମ। 

ବଲାଙ୍ଗିର : (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର )  ତେଲିଗୋଠ ପଡାରେ ଶିକ୍ଷାକୁ ଆଗେଇ ନେବା ପାଇଁ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସ୍କୁଲ ସମୟକୁ ଛାଡି ସରକାରୀ ବିଦ୍ୟାଳୟର  ପିଲାମାନଙ୍କୁ ମାଗଣରେ ଶିକ୍ଷା ଦେବାକୁ ୱାର୍ଲଡ ଉଇନର ଏଜୁକେସନ ଟ୍ରଷ୍ଟ ଭଳି…

“ବରଗଡ଼ରେ ହେବ କ୍ୟାନ୍ସର ହସ୍ପିଟାଲ, ଆପଣମାନେ ଖୁସି ତ ” – ମୁଖ୍ୟମନ୍ତ୍ରୀ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶୁଭ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ବରଗଡ (ଶାସକ ପ୍ରଶାସକ): ଆଜି ବହୁ ପ୍ରତିକ୍ଷିତ ବରଗଡ ଜିଲ୍ଲାର ନବ ନିର୍ମିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  ମୁଖ୍ୟମନ୍ତ୍ରୀ ଆଜି ବରଗଡ଼ ଜିଲ୍ଲାକୁ ଦିନିକିଆ…

ଅମିତାଭ କ୍ରିକେଟ : ସମ୍ବଲପୁର ଚମ୍ପିଆନ୍ ।

ଖେଳପଡିଆର ଉନ୍ନତି ପାଇଁ ପରିବହନ ମନ୍ତ୍ରୀ ଦେଲେ ପ୍ରତିଶୃତି । ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ଖେଳପଡିଆରେ ଚାଲିଥିବା ୪ର୍ଥ ଅମିତାଭ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜି ଫାଇନାଲ…

ଏବିପିଏସ ୟୁଏଆଇଏଲ କ୍ୟାମ୍ପସ ଛାତ୍ରଛାତ୍ରୀ ଆଣିଲେ ଗୌରବ : ଜାତୀୟ ପ୍ରଦର୍ଶନୀର ବିଜ୍ଞାନ ବର୍ଗରେ ଶ୍ରେଷ୍ଠ  ପ୍ରଦର୍ଶନ…

ଭୁବନେଶ୍ୱର: ନିଜ ସଫଳତା ପୁସ୍ତକରେ ଆଉ ଏକ ଫର୍ଦ୍ଧ ଯୋଗ  କରି ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ)ର ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ କ୍ୟାମ୍ପସ ନିକଟରେ ଗୁରୁଗ୍ରାମର ସନସିଟି ସ୍କୁଲରେ ଅନୁଷ୍ଠିତ  ହୋଇଯାଇଥିବା ସିବିଏସଇ ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ଶ୍ରେଷ୍ଠ  ପ୍ରଦର୍ଶନୀ…