ହଜି ଯାଇଛି ସୋନାଲି, ଖବର ମିଳିଲେ ଜଣାଇବେ ପ୍ଲିଜ
ଓଡଗାଁ, (ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଥାନା ସାକେରୀ ପଂଚାୟତ ସାକେରୀ ହରିଜନ ସାହିର ପ୍ରକାଶ ନାୟକ ଏବଂ ରିଲା ନାୟକଙ୍କ ୩ବର୍ଷର ଝିଅ ସୋନାଲି ଆଜି ସକାଳେ କେଉଁଆଡେ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥରଲା । ଅଭିଯୋଗ ପାଇ ଓଡଗାଁ ପୋଲିସ ସହିତ ଅଗ୍ନିଶମ ସେବା ବାହିନୀ ଏବଂ…