ଉପକାରାଗାରରେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

0 1

ଜୟପୁର(ଶାସକ ପ୍ରଶାସକ) : କୋରାପୁଟ ଜିଲ୍ଲା ଜୟପୁର ଉପକାରାଗାରରେ ସ୍ପିରିଟ ପିଇ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ l ଡାକ୍ତରଖାନାରେ ଭର୍ତ୍ତି | କଏଦୀ ପାଖକୁ କେମିତି ଆସିଲା ପୋଲିସ ଏ ନେଇ ତନାଘନା ଆରମ୍ଭ କରିଛି |

Leave A Reply

Your email address will not be published.