ରାଉଲକେଲା ରେ ୨ୟ ଜାତୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ : ପାରଳାରୁ ଗୁରୁ ରଘୁନାଥ ପାତ୍ର
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ୨ୟ ଜାତୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ଗତକାଲି ରାଉରକେଲା ସ୍ଥିତ ମାଁ ବାଟ ମଙ୍ଗଳା କମ୍ୟୁନିଟି ହଲ ଠାରେ ଅନୁଷ୍ଠିତ ଉଦ୍ ଘାଟିତ ହୋଇଥିଲା ।
ଏହି ସମାରୋହ କାର୍ଯ୍ୟକ୍ରମରେ ଝାରସୁଗୁଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ହିମାଂଶୁ ଶେଖର…