ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୪ ହଜାର ୩୭୩ କୋଟି ଟଙ୍କାର ଅନୁଦାନ  ରାଜ୍ୟରେ ରେଳ ଭିତିଭୂମି ସୁଦୃଢ ହେବ ଓ ଯାତ୍ରୀ ସୁବିଧା ବଢିବ  ସମ୍ବଲପୁର-ଗୋପାଳପୁର ନୂଆ ରେଳ ଲାଇନ ପାଇଁ ୨୯୫୭ କୋଟି ଅନୁଦାନ  ଜନଜାତି ଅଂଚଳରେ ରେଳ ସଂଯୋଗ ସ୍ଥାପନ କରିବା ସହ ଅର୍ଥନୀତିକୁ ସମୃଦ୍ଧ କରିବ …

ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ: କଂସଙ୍କ ସ୍ବପ୍ନ ଦର୍ଶନ

ପଦ୍ମପୁର,(ଶାସକ ପ୍ରଶାସକ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଗୋଇବାହାଲି ଠାରେ ଚତୁର୍ଥ  ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଆଜି ବୁଧବାର ଦିନ ଷଷ୍ଠ  ରଜନୀ ଅନୁଷ୍ଠିତ ହୋଇଥିଲା। ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ରେ ଗୋପପୁର କେର୍ମେଲାବାହାଲ ଠାରେ କୃଷ୍ଣ ଙ୍କ ଦ୍ଵାରା ନାବକେଳି…

ଚାଲିଗଲେ ବିଶିଷ୍ଟ ସମାଜସେବୀ ତଥା ସଂଗଠକ ବାସୁଦେବ ଗରାବଡୁ

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱର ଅଂଚଳର ବହୁମାନ୍ୟ ବ୍ୟକ୍ତିତ୍ୱ ତଥା ଜଣାଶୁଣା ସମାଜସେବୀ ଓ ସଂଗଠକ ବାସୁଦେବ ଗରାବଡୁ ଆଉ ନାହାନ୍ତି ।  ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଶ୍ରୀ  ଗରାବଡୁଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ବୟସ ୮୬ ବର୍ଷ ହୋଇଥିଲା। ସେ ରାଜ୍ୟ…

ମଣିଷ ପଣିଆ ଦେଖାଇଲେ ମନ୍ତ୍ରୀ ଟୁକୁନି ସାହୁ

ବଲାଙ୍ଗୀର/ ନିରୋଜ ମିଶ୍ର : କାର୍ଯ୍ୟବ୍ୟସ୍ତତା ଭିତରେ ଥାଇ ବି ଜଣେଦୁର୍ଘଟଣାରେ ଆହତ ମହିଳାଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ସହ ତାଙ୍କ ଚିକିତ୍ସା ବ୍ୟବସ୍ଥା କରାଇ ମଣିଷ ପଣିଆର ଉଦାହରଣ ଦେଇଛନ୍ତି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ । ଆଉ ତାଙ୍କର ଏ ମହତ ପାଣିଆକୁ ଅଞ୍ଚଳବାସୀ…

ମନ୍ତ୍ରୀ ଟୁକୁନି ସାହୁଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରି ଯୁବକ ଗିରଫ 

ବଲାଙ୍ଗିର(ନିରୋଜ ମିଶ୍ର) : ବଲାଙ୍ଗିର ଜିଲା ତୁଷୁରା ଏନଏସି କାର୍ଯ୍ୟାଳୟ ସଭାଗୃହରେ ମହିଳା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ଟୁକୁନି ସାହୁଙ୍କୁ ତାଙ୍କ ଦଳୀୟ କର୍ମୀ ସୁବଳ ବର୍ଗୀ ଓରଫ ରାଜା ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏନେଇ ତୁଷୁରା ଏନଏସି ଅଧ୍ୟକ୍ଷା ଭାଗ୍ୟଶ୍ରୀ…

ଅଷ୍ଟମ ନୂଆପଡା କପ ଉଦଘାଟିତ 

ପଦ୍ମପୁର (ଶାସକ ପ୍ରଶାସକ )ପଦ୍ମପୁର ବଡପଡା ଠାରେ ନୂଆପଡ଼ା ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ଅଷ୍ଟମ ନୂଆପଡା କପ ଉଦଘାଟିତ ହୋଇଯାଇଛି । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଶୁଭ ଉଦଘାଟନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୩୬ ଗୋଟି ଦଳ ଅଂଶଗ୍ରହଣ କରିବେ…

ପାଇକମାଲ ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ : ରାଜ୍ୟପାଳ, ମନ୍ତ୍ରୀ ସୁଶାନ୍ତ ଓ ମୁଖ୍ୟ ସଚିବଙ୍କୁ ଭେଟିଲେ ଜୟନ୍ତୀ କମିଟି 

ଭୁବନେଶ୍ୱର/ପଦ୍ମପୁର ( ଶାସକ ପ୍ରଶାସକ) ପାଇକମାଲ ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ ଆସନ୍ତା ଏପ୍ରିଲ ୧୦ ରୁ ୧୨ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ପାଇଁ ସ୍ଥିର ହୋଇଛି। ଏହି ବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବରେ ଅତିଥି ଭାବେ ଯୋଗ ଦେବା ପାଇଁ ରାଜ୍ୟପାଲ . ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଓ…

ରଣେଶ୍ୱର ରାମଚଣ୍ଡୀ ଚେମ୍ବର ଅଫ କମର୍ସ ଗଠିତ 

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ - ସମ୍ବଲପୁର ସହରରେ ରଣେଶ୍ୱର ରାମଚଣ୍ଡୀ ଚେମ୍ବର ଅଫ କମର୍ସ ନାମକ ଏକ ବ୍ୟବସାୟୀ ଅନୁଷ୍ଠାନ ଆଜି ଗଠିତ ହୋଇଛି l କୁଲତା ଜାତିର ବ୍ୟବସାୟୀ ମାନଙ୍କୁ ନେଇ ଗଠିତ ଏହି ଅନୁଷ୍ଠାନର ସଭାପତି ଭାବେ ବିଶିଷ୍ଟ ସମାଜସେବୀ ତଥା ବ୍ୟବସାୟୀ ପ୍ରଫୁଲ୍ଲ ପ୍ରଧାନ ମନୋନୀତ…

ବରଗଡର ସ୍ୱାସ୍ଥ୍ୟ ସମସ୍ୟା ନେଇ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁରେଶ

ଭୁବନେଶ୍ୱର/ସମ୍ବଲପୁର - ରମାକାନ୍ତ ବିଶ୍ବାଳ: - ବରଗଡ଼ର ସ୍ୱାସ୍ଥ୍ୟ ସମସ୍ୟା କୁ ନେଇ ଗତ ତିନି ଦିନ ହେଲା ଲାଗିରହିଥିବା ଅଚଳାବସ୍ଥା କୁ ଦୂର କରିବା ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଆଜି  ବରଗଡ଼ ସାଂସଦ  ସୁରେଶ ପୂଜାରୀ ସାକ୍ଷାତ କରିଥିଲେ l…

୫-ଟି ପାହାର : ଲାଞ୍ଚ ମାଗି ଚାକିରୀ ହରାଇଲେ ପ୍ରିନ୍ସିପାଲ ଆଉ ଖେଳ ମାଷ୍ଟର 

ମଙ୍ଗଲ ମେ ଅମଙ୍ଗଲ :  ଜିଲ୍ଲା ମଙ୍ଗଳ ବିଭାଗରେ ଲମ୍ବୁଛି ଦୁର୍ନୀତିର ଚେର  ଆହୁରି କିଛି  ଶିକ୍ଷକ ଏହି ଦୁର୍ନୀତିରେ ଲିପ୍ତ, ବଡ଼ ମାଛ ହେବେ କେବେ ବହିସ୍କୃତ   ??? ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) :-ପଡିଛି ୫-ଟି ପାହାର | ଜଣେ ନିରୀହ ମାତୃହରା  ଯୁବତିଙ୍କଓ ଚାକିରୀ ପାଇଁ ଲାଞ୍ଚ ମାଗି…