ଶହୀଦ୍ ମନୋଜ କୁମାର ବେହେରାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଆଜି ଶହୀଦ ମନୋଜ କୁମାର ବେହେରାଙ୍କର ପ୍ରତିମୂର୍ତ୍ତି ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛିା ଏହାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଉନ୍ମୋଚନ କରିଥିଲେ ଏବଂ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି…

ଓଡିଶା ସରକାର ପଛୁଆବର୍ଗଙ୍କୁ କେବେ ଦେବେ ସଂରକ୍ଷଣ ସୁବିଧା :ବିଜେପି

ଭୁୁବନେଶ୍ୱର,(ଶାସକ ପ୍ରଶାସକ): ମଣ୍ଡଳ କମିଶନଙ୍କ ସୁପାରିଶ ଏବଂ ସୁପ୍ରିମକୋର୍ଟଙ୍କ ଅନୁମୋଦନ ପରେ ପଛୁଆ ବର୍ଗକୁ ସରକାରୀ ଚାକିରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖା ଏବଂ ପଂଚାୟତ ଓ ମୁନିସିପାଲିଟି ନିର୍ବାଚନରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ରହିଛି । କେନ୍ଦ୍ରସରକାରଙ୍କ ସମେତ ଦେଶର ଅନେକ…

ସମ୍ବଲପୁର ଜିଲ୍ଲା ଆଶା କର୍ମୀ ସାମୁଖ୍ୟ ପକ୍ଷରୁ ବିକ୍ଷୋଭ 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ପଶ୍ଚିମ ଓଡ଼ିଶା ଆଶା କର୍ମୀ ସଂଘ ନେତୃତ୍ୱରେ ଆଜି ସମ୍ବଲପୁର ଜିଲ୍ଲା ଆଶା କର୍ମୀ ସାମୁଖ୍ୟ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା | ନାରୀ ସେବା ସଦନ କର୍ମୀ ମାନେ …

ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ବୈଠକ : ଶୃଙ୍ଖଳିତ ଓ ଅବାଧ ଭାବେ ପରିଚାଳନା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ମାସ ଆସନ୍ତା ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ମାସ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମାଟ୍ରିକ ପରୀକ୍ଷାକୁ ଗଜପତି ଜିଲ୍ଲାରେ ଶାନ୍ତିଶୃଙ୍ଖଳା ଓ ଅବାଧ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାସ୍ତରୀୟ…

କି ବିଭତ୍ସ ମାନସିକତାର ଲୋକ ଥିଲେ ଅନୁପ : ଶୁଣନ୍ତୁ ଏସପି କଣ କହୁଛନ୍ତି 

http://www.youtube.com/watch?v=h9KtZ6yh0mM ଅନୁପଙ୍କ ସରଳ ଓ ମିଠା ସ୍ୱଭାବର ବାହାର ଚରିତ୍ର ଭିତରେ ଏପରି ଯେ ଏକ ହିଂସ୍ର ଦାନବ ଲୁଚି ରହିଥିଲା ତାହା ସହଜରେ କେହି ବିଶ୍ୱାସ କରିପାରିବେ ନାହିଁ | ପରକୀୟା ପ୍ରୀତିରେ ଲିପ୍ତ ହୋଇ ଶେଷରେ ପ୍ରେମିକା ବା ରକ୍ଷିତାଙ୍କୁ ବିଭତ୍ସ ଭାବେ…

ନଜର ପଡି଼ବ କି ମୁଖ୍ୟମନ୍ତ୍ରୀ ଆଉ ୫-ଟି ସଚିବଙ୍କର :ଏହା ଭୂମିହୀନ ଗରିବଙ୍କ ପ୍ରତି ସହାୟତା ନା ଉପହାସ 

  ଖଜଣାଦେଇ ବି ୬ ବର୍ଷ ହେଲା ଜମି ଜମି ଚିହ୍ନଟ ହେଉନି  ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ହିତାଧିକାରି ମାନେ ତହସିଲ ଆଗରେ ଧାରଣା । ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା  ବୀରମହାରାଜପୁର ତହସିଲ ଅନ୍ତର୍ଗତ କେନଝରିଆପାଲି ଆର ଆଇ ଅଧିନ ବାଘରତୈଲା…

ଚିକିତ୍ସା ରେ ଅବହେଳା : ମହିଳା ଆଟେଣ୍ଡାଣ୍ଟଙ୍କୁ ମାଡ଼।

ବଲାଙ୍ଗିର:( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ବଲାଙ୍ଗିର ଭିମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ମହିଳା ଆଟେଣ୍ଡାଣ୍ଟଙ୍କୁ ମାଡ଼ ମାରିଲେ ରୋଗୀଙ୍କ ସଂପର୍କୀୟ। ଚିକିତ୍ସାରେ ଅବହେଳା ଦର୍ଶାଇ ୨ଜଣ ଯ଼ୁବକ ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ମହିଳା କର୍ମଚାରୀ…

ନବୀନ ଖୋଲିଲେ ପେଡି : ସରକାରୀ କର୍ମଚାରୀଙ୍କ ପାଇଁ ଡବଲ ଖୁସି ଖବର

ସରକାରୀ କର୍ମଚାରୀଙ୍କ ପାଇଁ ଡବଲ ଖୁସି ଖବର |  ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ ୧୦ ପ୍ରତିଶତ ଏରିଆର ବା ବାକିଆ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ | ସେହିପରି ମହାଙ୍ଗା ଭତ୍ତା ମଧ୍ୟ ୫ ପ୍ରତିଶତ ବୃଦ୍ଧି ହୋଇଛି | ଏହା ଜାନୁୟାରୀ ପହିଲା ୨୦୨୦ରୁ ପିଛିଲା ଭାବେ ଲାଗୁ ହେବ | 

ଚୋରମନ ଗଣ୍ଠିରେ : ଅନୁପଙ୍କ ବହିଷ୍କାର, ଅନେକ ନେତାଙ୍କ ମତି ଅସ୍ଥିର 

ଭୁବନେଶ୍ୱର (ଗିରିଜା ଦାଶ) : ଅନୁପ ସାଏଙ୍କୁ ପୋଲିସ ଯେଉଁ ଅପରାଧରେ ଗିରଫ କରିଛି ତାହା ଅତି ଜଘନ୍ୟ | ଅଦାଲତରେ ତାହା ପ୍ରମାଣିତ ହେବ ଅନୁପ ଦୋଷୀ କି ନିର୍ଦ୍ଦୋଷ | ହୁଏତ ରାଜନୀତି ସହ ଅନୁପ ସାଏଙ୍କ ଗିରଫଦାରୀ ସମ୍ପର୍କ ନଥାଇପାରେ | ହେଲେ ଅନୁପଙ୍କ ଗିରଫଦାରୀ ପରେ କିନ୍ତୁ ନବୀନ ବାବୁ ଯେଉଁ…

ପୁଲୱାମାକୁ ପୂରିଲା ବର୍ଷେ, ଶହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି 

ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ତା ବୀର ସାବରକର ଯୁବ ସଂଘ ପକ୍ଷରୁ  ଗତ ବର୍ଷ ଫେବୃୟାରୀ ୧୪ ତାରିଖରେ ହୋଇଥିବା ଜାମ୍ମୁ କାଶ୍ମୀରର ଫୁଲୱାମାରେ ଶହୀଦ ହୋଇଥିବା ୪୪ଜଣ ଯବାନଙ୍କ ଅମର ଆତ୍ମାର ସଦଗତି ସକାଶେ ଏକ କ୍ୟାଣ୍ଡେଲ ମାର୍ଚ୍ଚ ବୀର ସବରକର ଯୁବକ ସଂଘ…