ନବୀନ ଖୋଲିଲେ ପେଡି : ସରକାରୀ କର୍ମଚାରୀଙ୍କ ପାଇଁ ଡବଲ ଖୁସି ଖବର

2

ସରକାରୀ କର୍ମଚାରୀଙ୍କ ପାଇଁ ଡବଲ ଖୁସି ଖବର |  ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ ୧୦ ପ୍ରତିଶତ ଏରିଆର ବା ବାକିଆ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ | ସେହିପରି ମହାଙ୍ଗା ଭତ୍ତା ମଧ୍ୟ ୫ ପ୍ରତିଶତ ବୃଦ୍ଧି ହୋଇଛି | ଏହା ଜାନୁୟାରୀ ପହିଲା ୨୦୨୦ରୁ ପିଛିଲା ଭାବେ ଲାଗୁ ହେବ | 

Leave A Reply

Your email address will not be published.