ଝଙ୍କଡ଼ ଶାରଳା ପୀଠ ଓ ଗୋରଖନାଥ ପୀଠ ପରିଦର୍ଶନ କଲେ ଦେବୋତ୍ତର କମିଶନର
ଗତସିଂହପୁର:(ରମେଶ ମହାନ୍ତି):- ଦେବୋତ୍ତର ବିଭାଗ କମିଶନର ଚିତରଂଜନ ମହାପାତ୍ର ଗୁରୁବାର ଦିନ ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଝଙ୍କଡ଼ ସ୍ଥିତ ମା'ଶାରଳାଙ୍କ ପୀଠ ପରିଦର୍ଶନ କରିବା ସହିତ ରଘୁନାଥପୁର ବ୍ଲକ୍ କେରେକେରାସ୍ଥିତ ବିଭୁତି କ୍ଷେତ୍ର ପ୍ରଭୁ ଗୋରଖନାଥ ପୀଠ ପରିଦର୍ଶନ କରିଥିଲେ। ଗୋରଖନାଥ…